Cricket

ଟି -୨୦ କୁ ବାତ୍ୟା ଭୟ

(ଓଡ଼ିଶା ସ୍ପୋର୍ଟ଼ର୍ସ ): ଭାରତ-ବାଂଲାଦେଶର ଦ୍ଵିତୀୟ ଟି-୨୦କୁ ବିପଦ ରହିଛି। ଗୁଜୁରାଟର ରାଜକୋଟରେ ହେବାକୁ ଥିବା ଏହି ଟି-୨୦କୁ ବାତ୍ୟା ଭୟ ରହିଛି।
ଆରବ ସାଗରରେ ସୃଷ୍ଟ ବାତ୍ୟା ନଭେମ୍ଵର ୬ ତାରିଖରେ ଗୁଜୁରାଟ ଉପକୂଳରେ ମାଡ଼ ହେବ। ତେବେ ୭ ତାରିଖରେ ହେବାକୁ ଥିବା ଭାରତ ବାଂଲାଦେଶ ଦ୍ଵିତୀୟ ଟି-୨୦ ଏହା ଦ୍ଵାରା ପ୍ରଭାବିତ ହୋଇପାରେ।

ଯଦି ଏହି ଘୂର୍ଣ୍ଣିଝଡ଼ ଯୋଗୁଁ ଦ୍ଵିତୀୟ ଟି-୨୦ ବାତିଲ ହୋଇଯାଏ ତେବେ ଏହା ଭାରତ ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ରହିବ। କାରଣ ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜ ପ୍ରଥମ ମ୍ୟାଚକୁ ବାଂଲାଦେଶ ଜିତି ୧-୦ରେ ଆଗୁଆ ରହିଛି। ଯଦି ମ୍ୟାଚ ବାତିଲ ହୁଏ ତେବେ ଭାରତ ସିରିଜ ଜିତିବା ସ୍ଵପ୍ନ ଧୂଳିସାତ ହୋଇଯିବ।

Related posts

ବର୍ଷା ଧୋଇ ନେଇଛି ସନ୍‌ରାଇଜର୍ସ ହାଇଦ୍ରାବାଦର ପ୍ଲେ ଅଫ୍ ଆଶା

Odisha Sports Bureau

କ୍ରିକେଟର ଗୋପୀନାଥଙ୍କ 96 ବର୍ଷ ବୟସରେ ଦେହାନ୍ତ…

Odisha Sports Bureau

ପ୍ରଥମ ଟି-୨୦ ରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରି

Odisha Sports Bureau