Badminton

ପ୍ରଥମ ପର୍ଯ୍ୟୟରେ ଶ୍ରୀକାନ୍ତଙ୍କୁ ମିଳିଲା ପରାଜୟ

(ଓଡିଶା ସ୍ପୋର୍ଟସ): ଇଣ୍ଡୋନେସିଅ ଓପନ ବ୍ୟାଡମିଣ୍ଟନ ଚମ୍ପିଆନସିପର ପୁରୁଷ ଏକକରେ ଭାରତୀୟ ସଟଲର କୀଦାମ୍ବି ଶ୍ରୀକାନ୍ତଙ୍କୁ ପ୍ରଥମ ପର୍ଯ୍ୟାୟରେ ପରାଜୟର ସାମ୍ନା କରିବାକୁ ପଡିଛି । ଇଣ୍ଡୋନେସିଆ ବିପକ୍ଷରେ ଶେସର ହିରେନ ରାଉତାଭିତୋ ଶ୍ରୀକାନ୍ତକୁ ୨୧-୧୮, ୧୨-୨୧, ୧୪-୨୧, ୧୪-୨୧ରେ ହରାଇଛନ୍ତି ।

Related posts

ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ : ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ଜିତିଲା ଭାରତ

Odisha Sports Bureau

ଜୁନିଅର ର୍ୟାକିଂଙ୍ଗ ଟୁର୍ଣ୍ଣାମେଣ୍ଟରେ ଟ୍ରଫି ଜିତିଲେ ତନିଷା

Odisha Sports Bureau

ଅଣ୍ଡର ୧୭ ଅଲଓଡ଼ିଶା ବ୍ୟାଡମିଣ୍ଟନ ଚମ୍ପିୟାନସିପରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ମନିଷ କୁମାର ପାଲ