More Sports

ପୂର୍ବ ବିଶ୍ୱଚମ୍ପିଆନକୁ ପରାସ୍ତ କଲେ ପ୍ରଗନାନନ୍ଧା

(ଓଡିଶା ସ୍ପୋର୍ଟସ): ଭାରତର ଯୁବ ଗ୍ରାଣ୍ଡ୍ ମାଷ୍ଟର ଆର ପ୍ରଗନାନନ୍ଧା ୧୮ତମ ଜିବ୍ରାଟ୍ଲର ଚେସ୍ ଫେଷ୍ଟିଭାଲରେ ଅନଡ୍ରେଗନ୍ ମେଜର ଅଞ୍ଜାମ ଦେଇଛନ୍ତି । ଟୁର୍ଣ୍ଣାମେଣ୍ଟର ଷଷ୍ଠ ପର୍ଯ୍ୟାୟରେ ପ୍ରଗନାନନ୍ଧା ପୂର୍ବତନ ବିଶ୍ୱ ଚମ୍ପିଆନ ୱେସଲିନ୍ ଟୋପାଲୋଭଙ୍କୁ ପରାସ୍ତ କରି ନିଜର ପଞ୍ଚମ ବିଜୟ ହାସଲ କରିଛନ୍ତି । ଚେନ୍ନାଇର୧୪ ବର୍ଷିୟ ଗ୍ରାଣ୍ଡ ମାଷ୍ଟରଙ୍କୁ ୩୩ ଚାଲ୍ ଆବଶ୍ୟକ ରହିଥିଲା ବୁଳଗେରିଆ ଖେଳାଳିକୁ ପଛରେ ପକାଇବା ପାଇଁ ଏବଂ ପ୍ରଗନାନନ୍ଧା ଏଲହାକୁ ହାସଲ କରି ସମସ୍ତଙ୍କୁ ଚକିତ କରିଥିଲେ । ଏବେ କିଛି ଦିନ ତଳେ ବିଶ୍ୱ ଅଣ୍ଡର-୧୮ର ଟାଇଟଲ୍ ଜିତିଥିବା ପ୍ରଗନାନନ୍ଧା ବର୍ତ୍ତମାନ ଅନ୍ୟ ୬ ଖେଳାଳିଙ୍କ ସହିତ ପାଞ୍ଚ ଅଙ୍କ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସପ୍ତମ ପର୍ଯ୍ୟାୟ ସେ ଚୀନର ଜିଏମ୍ ବାଙ୍ଗ୍ ହାଓଙ୍କ ସହିତ ଭେଟିବେ ।

Related posts

ଟ୍ରିପଲ୍ ଜମ୍ପର ୱାର୍ଲଡ ଇଣ୍ଡୋର ରେକର୍ଡ ଭାଙ୍ଗିଛନ୍ତି ରୋଜସ

Odisha Sports Bureau

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା:ରୌପ୍ୟ ହାସଲ କଲେ ଦୂତି

ଥାଇଲ୍ୟାଣ୍ଡ ଓପନ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଆଶିଷ

Leave a Comment