More Sports

ଯୁବ ସାଇକେଲିଷ୍ଟ୍ ଏସୋ ଅଲବେନ୍ ଜିତିଲେ ସ୍ୱର୍ଣ୍ଣ

(ଓଡିଶା ସ୍ପୋର୍ଟସ): ଭାରତୀୟ ସାଇକେଲିଷ୍ଟ୍ ଏସୋ ଲବ୍ଲେନ୍ ୬ଦିନ ପର୍ଯ୍ୟନ୍ତ ହେଉଥିବା ବର୍ଲିନ୍ ଟୁର୍ଣ୍ଣାମେଣ୍ଟ୍ ର କିରିନ୍ ବ୍ୟକ୍ତିଗତ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୧୮ ବର୍ଷିୟ ଏହି ସାଇକେଲିଷ୍ଟ୍ ସୋମବାରଦିନ ରାତିରେ ୨୦ କ୍ୱାଲିଫିକେସନ୍ ଅଙ୍କ ହାସଲ କରିଥିଲେ ଯାହାଦ୍ୱରା ସେ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ବିଶ୍ୱ ଚମ୍ପିଆନଶିପ୍ ୨୦୧୭ରେ ରୌପ୍ୟ ପଦକ ଜିତିଥିବା ଗଣରାଜ୍ୟର ଥାମସ ବାବେକ ଦ୍ୱିତୀୟ ଯେତେବେଳେ କି ଜର୍ମାନିର ମେକ୍ସିମିଲିୟନ୍ ଲେଭ ତୃତୀୟ ସ୍ଥାନରେ ରହିଛନ୍ତି । ଏସେ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ବ୍ରୋଞ୍ଜ୍ ଏବଂ ଚତୁର୍ଥ ଦିନରେ ରୌପ୍ୟ ପଦକ ଜିତିଛନ୍ତି । ୬ଦିନ ପର୍ଯ୍ୟନ୍ତ ଚାଲୁଥିବା ଏହି ପ୍ରତିଯୋଗିତାରେ କାଇକେଲିଷ୍ଟିକୁ ପ୍ରତି ଦିନ ପ୍ରତିସ୍ପର୍ଦ୍ଧାରେ ଭାଗ ନେବାକୁ ହେଉଥିଲା ।

Related posts

ଦିଲ୍ଲୀ ବୁଲ୍ସ ଟିମ୍‌ର ବ୍ରାଣ୍ଡଆମ୍ବାସାଡର ସନି ଲିଓନି

Odisha Sports Bureau

ବିଶ୍ୱ ବକ୍ସିଂ ପ୍ରତିଯୋଗିତାରେ ଭାରତର ୩ ପଦକ ସହ ଅଭିଯାନ ଶେଷ

ବିଶ୍ୱ ଏମ୍ଚ୍ୟୁର ଗଲଫ୍ ଚମ୍ପିଆନଶିପ୍ ପାଇଁ ୫ ଭାରତୀୟ କ୍ୱାଲିଫାଏ

Odisha Sports Bureau