Tennis

ଆଇଟିଏଫ୍ ଏକକ ଟାଇଟଲ୍ ଜିତିଲେ ଅଙ୍କିତା

(ଓଡିଶା ସ୍ପୋର୍ଟସ): ଭାରତର ଶୀର୍ଷ ମହିଳା ଖେଳାଳି ଅଙ୍କିତା ରେନା ଥାଇଲାଣ୍ଡର ନୋନଥାବୁରିରେ ୨୫୦୦୦ଡଲାର ପୁରସ୍କାର ଟୁର୍ଣ୍ଣାମେଣ୍ଟର ଫାଇନାଲରେ କ୍ଲୋ ପେକେଙ୍କୁ ହରାଇ ସିଜିନର ପ୍ରଥମ ଏବଂ କ୍ୟାରିୟରର ୧୦ତମ ଆଇଟିଏଫ୍ ଏକକ ଟାଇଟଲ୍ ହାସଲ କରିଛନ୍ତି । ତୃତୀୟ ସ୍ଥାନରେ ଥିବା ଭାରତ ଫ୍ରାନ୍ସର ଚତୁର୍ଥ ସ୍ଥାନରେ ଥିବା ଖେଳାଳିଙ୍କୁ ୬-୩, ୭-୫ ସିଧା ସେଟ୍ ରେ ପରାସ୍ତ କରିଛନ୍ତି । ଅଙ୍କିତା ନେଦରଲ୍ୟାଣ୍ଡର ବିବିଏନ୍ ସ୍କୁଫ୍ସ୍ଙ୍କ ସହିତ ମିଶି ମିଶ୍ରିତ ଟାଇଟଲ୍ ମଧ୍ୟ ଜିତିଛନ୍ତି । କ୍ଲୋଙ୍କ ବିପକ୍ଷରେ ଅଙ୍କିତାଙ୍କ ଏହା ପ୍ରଥମ ବିଜୟ ଅଟେ । ଏହା ପୁର୍ବରୁ ଭାରତୀୟ ଖେଳାଳିଙ୍କୁ ଦୁଇଟିଯାକ ମୁକାବିଲାରେ ପରାଜୟର ସାମ୍ନା କରିବାକୁ ପଡିଥିଲା ।

Related posts

ଡ଼ିସେମ୍ବର ୪ରୁ ଓଡ଼ିଶା ଟେନିସ ପ୍ରିମିୟର ଲିଗ

Odisha Sports Bureau

ସୋଏବଙ୍କ ସହିତ ଛାଡପତ୍ର ନେଇ ମୁହଁ ଖୋଲିଲେ ସାନିଆ ମିର୍ଜା

Odisha Sports Bureau

ସେମଫାଇନାଲ୍‌ରେ ଭାରତର ଶିବତେଜ ଶିର୍ଫୁଲେ ଏବଂ ମାୟା ରାଜେଶ୍ବରନ ରେବତୀ ପ୍ରବେଶ କରିଛନ୍ତି

Odisha Sports Bureau