More Sports

ଇଣ୍ଡିଆନ ସୁପର ଲିଗ୍: ପ୍ଲେଅଫ୍ରେ ଗୋଆ ସହିତ ଖେଳିବ ଚେନ୍ନାଇୟାନ

(ଓଡିଶା ସ୍ପୋର୍ଟସ): ଇଣ୍ଡିଆନ ସୁପର ଲିଗ୍ ଚରଣର ଶେଷ ମୁକାବିଲାରେ ନର୍ଥଇଷ୍ଟ ୟୁନାଇଟେଡ୍ ଏଫସି୍ ସହିତ ଚେନ୍ନାଇୟାନ ଏଫସି ୨-୨ରେ ଡ୍ରେ ଖେଳିଚି । ଦୁଇ ଦୁଇ ଥର ଚମ୍ପିଆନ ହୋଇଥିବା ଚେନ୍ନାଇୟାନ ପ୍ରଥମ ପ୍ଲେଅଫ୍ ରେ ନିଜର ସ୍ଥାନ ପକ୍କା କରିନେଇଛନ୍ତି ଏବଂ ଏହି ସମୟରେ ସେ ୨୮ ଅଙ୍କ ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି, ନର୍ଥଇଷ୍ଟ୍ ୟୁନାଇଟେଡ୍ ଏଫସି ୧୪ ଅଙ୍କ ସହିତ ନବମ ସ୍ଥାନରେ ରହିଛନ୍ତି ।

Related posts

ପୁରୁଷ ଓ ମହିଳା ପ୍ରଫେଶନାଲ ଟେନିସ ଟୁର୍ନାମେଣ୍ଟ ବାତିଲ

Odisha Sports Bureau

ଓଡ଼ିଆ ଝିଅ ଦୂତୀଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ରାଷ୍ଟ୍ରିୟ ଭାରତ୍ତୋଳନ ଚମ୍ପିଆନସିପରେ ପ୍ରଦୀପ ହେଲେ ଚମ୍ପିଆନ୍

Odisha Sports Bureau