Cricket

ତୃତୀୟ ମ୍ୟାଚରେ ଇଂଲଣ୍ଡର କମବ୍ୟାକ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ମ୍ୟାଚର ପ୍ରଥମ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ସମନା କରିଛି ଭାରତୀୟ ଦଳ । ଟସ ଜିତି ବିରାଟ କୋହଲୀଙ୍କର ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ଫେଲ ହୋଇଛି । କେବଳ ରୋହିତ ଶର୍ମା ଏବଂ ଅଜିଙ୍କ୍ୟା ରାହାଣେଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି । ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ଏବଂ କ୍ରେଗ ଓଭରଟନ ୩ ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ଓଲି ରବିନସନ ଏବଂ ସାମ କରନ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରି ଭାରତକୁ ୭୮ ରନରେ ଅଟକାଇ ଦେଇଛି ।

Related posts

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ବିଜୟ ହାସଲ କରିଛି ଭାରତ

Odisha Sports Bureau

ଓଡ଼ିଶା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଆଶୁତୋଷ ଛୁରିଆ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ପ୍ରଶିକ୍ଷଣ ପାଇବାକୁ ମନୋନୀତ

Odisha Sports Bureau

ଅର୍ଶଦୀପ ସିଂଙ୍କ ବଲ୍ରେ ଭାଙ୍ଗିଲା ଷ୍ଟମ୍ପ, ଯାହାର ମୂଲ୍ୟ ୩୨ ରୁ ୪୧ ଲକ୍ଷ ଟଙ୍କା

Odisha Sports Bureau