Hockey

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ

ଭୁବନେଶ୍ୱର: ବିଶ୍ୱକପ ପାଇଁ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ନେଦରଲାଣ୍ଡର ହକି ଟିମ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଗୁନିୟର ହକି ବିଶ୍ୱକପ ପାଇଁ ଟିମ ନେଦରଲାଣ୍ଡ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଛି ।

ଆସନ୍ତା ୨୪ ତାରିଖରେ ହକି ବିଶ୍ୱକପ ପାଇଁ ହେବ ମହାସମର । ଏଥି ପାଇଁ ଧୀରେ ଧୀରେ ସମସ୍ତ ଦଳ ଭୁବନେଶ୍ୱରକୁ ଆସୁଛନ୍ତି । ଗତକାଲି ବେଲଜିୟମ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଆଜି ଦ୍ୱିତୀୟ ଦଳ ଭାବେ ନେଦରଲାଣ୍ଡ ଭୁବନେଶ୍ୱରରେ ପହଞ୍ଚିଛି । ଆଗକୁ ବୁଧବାର ଦିନ ଫ୍ରାନ୍ସ, ଆର୍ଜେଣ୍ଟିନା ଏବଂ ମାଲେସିଆ ଟିମ ସମସ୍ତେ ଭୁବନେଶ୍ୱରରେ ପହଞ୍ଚିବେ ।

Related posts

ଏଫ୍‌ଆଇଏଚ୍ ‌ପ୍ରୋ ଲିଗ୍ ହକି:୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ

Odisha Sports Bureau

ଓଡିଶାକୁ ଫେରିଲା HOCKEY

Odisha Sports Bureau

ହକି ବିଶ୍ୱକପ- ଅଭ୍ୟାସ ମ୍ୟାଚ୍ ରେ ଆର୍ଜେଣ୍ଟିନାକୁ ହରାଇଲା ଭାରତ

Odisha Sports Bureau