Hockey

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ

ଭୁବନେଶ୍ୱର: ବିଶ୍ୱକପ ପାଇଁ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ନେଦରଲାଣ୍ଡର ହକି ଟିମ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଗୁନିୟର ହକି ବିଶ୍ୱକପ ପାଇଁ ଟିମ ନେଦରଲାଣ୍ଡ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଛି ।

ଆସନ୍ତା ୨୪ ତାରିଖରେ ହକି ବିଶ୍ୱକପ ପାଇଁ ହେବ ମହାସମର । ଏଥି ପାଇଁ ଧୀରେ ଧୀରେ ସମସ୍ତ ଦଳ ଭୁବନେଶ୍ୱରକୁ ଆସୁଛନ୍ତି । ଗତକାଲି ବେଲଜିୟମ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଆଜି ଦ୍ୱିତୀୟ ଦଳ ଭାବେ ନେଦରଲାଣ୍ଡ ଭୁବନେଶ୍ୱରରେ ପହଞ୍ଚିଛି । ଆଗକୁ ବୁଧବାର ଦିନ ଫ୍ରାନ୍ସ, ଆର୍ଜେଣ୍ଟିନା ଏବଂ ମାଲେସିଆ ଟିମ ସମସ୍ତେ ଭୁବନେଶ୍ୱରରେ ପହଞ୍ଚିବେ ।

Related posts

ସ୍ୱର୍ଣ୍ଣ ବିଜୟୀ ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

Odisha Sports Bureau

ପ୍ୟାରିସ ଅଲିମ୍ପିକ୍ସ ହକି ସେମିଫାଇନାଲରେ ଭାରତ

Odisha Sports Bureau

ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ, ଚୀନ-ଆୟର୍ଲାଣ୍ଡ୍ ମୁହାଁ ମୁହିଁ

Odisha Sports Bureau