Cricket

ହରଭଜନ କରୋନା ପଜିଟିଭ

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇଛନ୍ତି ଭାରତର ପୂର୍ବତନ ଅଫ ସ୍ପିନର ହରଭଜନ ସିଂହ । ଏ ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ହେବା ପରେ ନିଜକୁ ଆଇସୋଲେଟ କରିଛନ୍ତି ଭଜ୍ଜି । ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ସେ ନିଜର କରୋନା ଟେଷ୍ଟ କରାଇଥିଲେ । ତେବେ ରିପୋର୍ଟ ପଜିଟିଭ ଆସିଥିବା ସେ ସୂଚନା ଦେଇଛନ୍ତି । ତେବେ ଗତ କିଛି ଦିନ ଧ୍ୟରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ଆବଶ୍ୟକ ହେଲେ ଟେଷ୍ଟ କରାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ହରଭଜନ ।

 

Related posts

ପୁଣି ମୁକ୍ତିଲାଭ କରିବ ‘ଏମ୍ଏସ୍ ଧୋନି’

Odisha Sports Bureau

ସହୋଦୟ ସ୍କୁଲ କମ୍ପେ୍ଲକ୍ସ ପକ୍ଷରୁ କ୍ରିକେଟ ଚାମ୍ପିଅନସିପ ଅନୁଷ୍ଠିତ

Odisha Sports Bureau

କ୍ରିକେଟରୁ ସନ୍ୟାସ ନେଲେ ଷ୍ଟେନ

Odisha Sports Bureau