Cricket

ଆଇପିଏଲରେ ଜବରଦସ୍ତ ମୁକାବିଲା ;ଘରୋଇ ରୟାଲ ଚ୍ୟାଲଏଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ସୁପରକିଙ୍ଗ୍ସ

ବେଙ୍ଗାଲୁରୁ: ଆଇପିଏଲରେ ଜବରଦସ୍ତ ମୁକାବିଲା । ଘରୋଇ ରୟାଲ ଚ୍ୟାଲଏଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ସୁପରକିଙ୍ଗ୍ସ । ହେଲେ ସୁପରକିଙ୍ଗସକୁ ଆହତ ସମସ୍ୟା ଚିନ୍ତା ବଢାଇଛି । ବେନ୍ ଷ୍ଟୋକ୍ସ ,ଦୀପକ ଚହର, ସିସାଣ୍ଡୋ ,ମାଗାଲା, ସିମରଜିତ ସିଂହ ପ୍ରମୁଖ ଆହତ ଥିବାରୁ ବୋଲିଂ ଲାଇନ ଦୁର୍ବଳ ହୋଇପଡିଛି । ଧୋନୀ ମଧ୍ୟ ଗତ ମ୍ୟାଚରେ ଆହତ ହୋଇଥିଲେ । ସେହିଭଳି ରୟାଲ ଚ୍ୟାଲେଞ୍ଜର୍ସ ଦଳରେ ମଧ୍ୟ ଆହତ ସମସ୍ୟା ଲାଗି ରହିଛି । ବାଙ୍ଗାଲୋର ପକ୍ଷରୁ ଜବରଦସ୍ତ ଫର୍ମର ଅଛି ବିରାଟ କୋହିଲି ,ଫାଫ ଡୁ ପ୍ଳେସି ଓ ଗ୍ଳେନ ମ୍ୟାକ୍ସୱେଲ । ସୋମବାର ଦିନ ତାଙ୍କ ବ୍ୟାଟରୁ ବଡ ଇନିଂସ ଦେଖିବାକୁ ମିଳିପାରେ । ସୁପକିଙ୍ଗସରେ ବି ବେନ ଷ୍ଟୋକ୍ସଙ୍କୁ ବୋଲିଂ ଅଭ୍ୟାସ କରାଇଛି । ତଥାପି ସେ ଖେଳିବା ନେଇ ଆଶଙ୍କ ରହିଛି ।ଅନ୍ୟପକ୍ଷରେ ବୋଲିଂ ବିଭାଗରେ ପରିବର୍ତ୍ତନ ହେବା ନିଶ୍ଚିତ।

Related posts

ବିରାଟ କୋହଲି ସମ୍ଭାଳି ନେବେ.. ଅଗରକରଙ୍କ ଏହି ବୟାନକୁ ନେଇ କଣ କହିଲେ ପାକିସ୍ତାନକ କ୍ରିକେଟର

Odisha Sports Bureau

ବିଶ୍ୱ ଦେଖିଲା ୱିକେଟ ବର୍ଷା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଶାମୀ ଭାଙ୍ଗିଲେ ଜହିର ଖାନଙ୍କ ରେକର୍ଡ

Odisha Sports Bureau

ହାତକୁ ଦି ହାତ ‌ହେଲେ ଏହି ଷ୍ଟାର କ୍ରିକେଟର