Cricket

ପଞ୍ଜାବକୁ ହରାଇଲା ୨୪ ରନରେ ବାଙ୍ଗଲୋର

ଗତକାଲି ଇଣ୍ଡିଆନ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା।ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର ପ୍ରଥମ ବ୍ୟାଟିଂ କରି୧୭୪ରନ କରିଥିିଲ । ପଞ୍ଜାବ ୧୭୫ ରନର ପିଛା କରିବାକୁ ଯାଇ୧୮.୨ ଓଭରରେ ୧୦ ୱିକେଟ ହରାଇ ୧୫୦ ରନ କରିଛି ।ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏହି ମ୍ୟାଚକୁ ୨୪ରନରେ ଜିତି ନେଇଛନ୍ତି ।
ଗତକାଲି ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ୱାଇନନ୍ଦୁ ହସରାଙ୍ଗ ୨ଟି ୱିକେଟ ନେଇଥିବ ବେଳେ ପର୍ନେଲ ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।ପଞ୍ଜାବ କିଙ୍ଗ୍ସପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ ଅଖିଦୃଶିଆ ବ୍ୟାଟିଂ କରି ନ ଥିଲେ। ପ୍ରାଭସିମ୍ରାନ ସିଂହ ୪୬ ରନ କରି ଆଉଟ ହୋଇଥିବା ବେଳ ଜିତେସ ଶର୍ମା ୪୧ ରନ କରି ଆଉଟ ହୋଇଥିଲେ।

Related posts

ବଡ଼ ବଡ଼ ମ୍ୟାଚ୍‌ରେ କାହିଁକି ବିରାଟଙ୍କୁ ସର୍ବଶ୍ରେଷ୍ଠ ଖେଳାଳି ବୋଲି କୁହାଯାଏ

8 ବର୍ଷ ପରେ ଦଳକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ଧୋନିଙ୍କ ପାଇଁ ୫ ମିନିଟ ବନ୍ଦ ରହିଲା ମ୍ୟାଚ