Mrathon

ଭାରତକୁ ଗୋଲ୍ଡ ଆଣିଲେ ପ୍ରିୟାଂସୁ

ଭୁବନେଶ୍ୱର: ଉଦବେକିସ୍ତାନ ଛାଲିଥିବା ଏସୀୟ ଆର୍ଥଲେଟିକ ଚମ୍ପିୟାନସିପ ରେ ଗୁରୁବାର ଭାରତୀୟ ଖେଳାଳୀକୁ ୪ଟି ପଦକ ମିଲଛି ।ଚାରି ପଦକ ମଧ୍ୟରୁ ପ୍ରିୟାନ୍ସୁ ଗୋଲ୍ଡ ଜିତିଛନ୍ତି ଓ ରାହୁଲ ସିଲଭର ସିଲଭର ଜିତିିଛନ୍ତି । ସକାଳେ ବାଳିକା ମାନଙ୍କର ୫ କି.ମି ଚାଲିବା ରେସରେ ଆରତି ବ୍ରୋଞ୍ଜ ଜିତିଥିଲେ ।ବାଳକ ମାନଙ୍କ ମଧ୍ୟରେ ସଂନ୍ଧ୍ୟାରେ ହୋଇଥିବା ୧୫୦୦ ମିଟର ଦୌଡରେ ଗୋଲ୍ଡ ଏବଂ ସିଲଭର ଜିତିଛନ୍ତି ।ସେହିପରି ବାଳିକା ଲଙ୍ଗ ଜମ୍ପରେ ବ୍ରେଞ୍ଜ ଜିତିଛନ୍ତି ।
୧୫୦୦ ମିଟରରେ ର (୩:୫୭:୩୭) ମିନିଟରେ ପ୍ରିୟାଂସୁ ପ୍ରଥମେ ପହଞ୍ଚି ଗୋଲ୍ଡ ଜିତିଥିଲେ ।ସେହିପରି ରାହୁଲ ସାରନାଲିଆ ୧୫୦୦ ମିଟର ଦୌଡରେ(୩:୫୭.୩୭) ମିନିଟରେ ସିଲଭର ଜିତିିଛନ୍ତି । ଜିତିବା ପରେ ରାହୁଲ କହିଛନ୍ତି ମୁଁ ପ୍ରିୟାନୁ୍ସକୁ ଆଗେଇବାକଚୁ ଚାହିଁ ଥିଲି ହେଲେ ଆଗେଇୁ ପାରିଲି ନାହିଁ ।

Related posts

୪୦୦ ମିଟର ହଡଲ୍ସରେ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ବାଲେଶ୍ୱରର ବାପ

Odisha Sports Bureau

ସ୍ୱର୍ଣ୍ଣ ଜିତିଥିବା ଅଲମ୍ପିକ୍ସ ଧାବିକାଙ୍କ ପରଲୋକ

ଇଂଲଣ୍ଡ ମାରାଥନରେ ଶାଢି ପିନ୍ଧି ଦୌଡିଲେ ଓଡିଆ ଝିଅ

Odisha Sports Bureau