Cricket

ଗୌତମ-ବିରାଟ କଳି ପରେ ନିଜ ଘଟଣାକୁ ମନେ ପକାଇଲେ ହରବଜନ

ସେମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏହି ମ୍ୟାଚର ଘଟଣା ପରେ ହରବଜନଙ୍କ ଟ୍ୱୁିଟ ଦେଖିବାକୁ ମିଳିଛି । ପୂର୍ବତନ କ୍ରିକେଟର ହରବଜ ତାଙ୍କ ପୁରୁଣା ଦିନରେ ଘଟିଥିବା ଘଟଣାକୁ ମନେ ପକାଇଛନ୍ତି ।ପ୍ରଥମ ସିଜିନ ଆଇପିଏଲରେ କିଙ୍ଗକ xi ପଞ୍ଜାବ(ପଞ୍ଜାବ କିଙ୍ଗସ୍) ଶ୍ରୀସାନ୍ତ ଖେଳୁଥିଳେ ଓ ମୁମ୍ବାଇ ଇଣ୍ଡିଆନ୍ସରେ ହରବଜନ ସିଂ ଖେଳୁଥିଲେ । ମ୍ୟାଚ ସରିବା ପରେ ହରବଜନ ଶ୍ରୀସାନ୍ତକୁ ଚାପୁଡା ମାରିଥିଲେ ।ସେଥିପାଇଁ ତାଙ୍କୁ ବହୁଦିନ ଧରି ଖେଳରୁ ବ୍ୟାନ କରାଯାଇଥିଲା । ସେ କହିଛନ୍ତି ଏହି ଘଟଣା ପରଠାର ସେ ବହୁତ ଅନୁତପ୍ତ କରିନ୍ତି । ବିରାଟ ଓ ଗମ୍ଭୀରଙ୍କ ମଧ୍ୟରେ ଏହି ଝଗଡା ଦେଖି ମତେ ସେହି ଘଟଣା ପରି ଅନୁଭବ ହୋଇଛି । ସେଥିପାଇଁ ଚାହୁଁଛି ଏପରି କିଛି କୋହଲୀ ଓ ଗମ୍ଭୀର ମଧ୍ୟରେ ନ ହଉ ।
ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଆଉ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍ ବେଳେ ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି । ଏହି ମ୍ୟାଚରେ ଆରସିବି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ହରାଇବା ପରେ ବିରାଟ ଓ ଲକ୍ଷ୍ନୌ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡ଼ିଆ ଭିତରେ ଉତ୍ତେଜନାମୂଳକ କଥାବାର୍ତ୍ତା ହୋଇଥିଲା। ମ୍ୟାଚ ପରେ ପରେ ଏହି ଦୁଇ ଜଣଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବାକ୍-ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମେଣ୍ଟର ଗୌତମ ଗମ୍ଭୀର ଓ ଆରସିବି ବ୍ୟାଟ୍ୟର ବିରାଟ କୋହଲିଙ୍କର ଶତପ୍ରତିଶତ ମ୍ୟାଚ ଫି କାଟି ଦିଆଯାଇଛି।

Related posts

 ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ ନେପାଳ ବିଜୟୀ

Odisha Sports Bureau

ଆଇପିଏଲରୁ ବାଦ ପଡିଲେ ବ୍ୟାଟ୍ସମ୍ୟାନ ରଜତ ପଟିଦାର

Odisha Sports Bureau

ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବା

Odisha Sports Bureau