Cricket

 ଟ୍ୱେଣ୍ଟି -୨୦ ଶୃଙ୍ଖଳା ହାରିଲା ଭାରତର

ୱେଷ୍ଟଇଣ୍ଡିଜ୍ ବିପକ୍ଷ ନିର୍ଣ୍ଣାୟକ ପଞ୍ଚମ ଟ୍ୱେଣ୍ଟି -୨୦ରେ ଭାରତ ୮ ୱିକେଟ୍‌ରେ ପରାଜୟ ସହିତ ଶୃଙ୍ଖଳାକୁ ମଧ୍ୟ ୨-୩ରେ ବରଣ କରିଛି। ପ୍ରଥମ ଥର ପାଇଁ ଭାରତକୁ ୱେଷ୍ଟଇଣ୍ଡିଜ୍ ଏକ ୫ ମ୍ୟାଚ୍‌ ଶୃଙ୍ଖଳାରେ ପରାସ୍ତ କରିଛି। ବ୍ୟାଟିଂ ବିଫଳତା ସହିତ ଭାରତ ୧୬୫ ରନ୍‌ରେ ସୀମିତ ରହିଥିଲା। ବ୍ରାଣ୍ଡନ୍ କିଙ୍ଗ୍ ୮୫*) ଏବଂ ନିକୋଲାସ ପୂରନ (୪୭)ଙ୍କ ଶତକୀୟ ଭାଗୀଦାରି (୧୨ ଓଭରରେ ୧୦୭ ରନ୍) ବଳରେ ଘରୋଇ ଦଳ ଏହି ବର୍ଷା ଓ ଘଡ଼ଘଡ଼ି ବାଧାପ୍ରାପ୍ତ ମ୍ୟାଚ୍‌‌କୁ ଅତି ସହଜରେ ୨ ଓଭର ପୂର୍ବରୁ ଜିତିଯାଇଥିଲା।

Related posts

ଆୟାର୍ଲାଣ୍ଡ ଟି-୨୦ ରେ ଖେଳିବେ ରିଙ୍କୁ ସିଂ

WPL 2026 ଫାଇନାଲ ତାରିଖ: କେବେ ଏବଂ କେଉଁଠି ହେବ ଟାଇଟଲ ଲଢ଼େଇ?

Odisha Sports Bureau

IPLରେ ଶ୍ରେଷ୍ଠ ଅଧିନାୟକ ICCରେ ଫେଲ୍?

Odisha Sports Bureau