More Sports

ଭାରତକୁ ଆଉ ଦୁଇ ପଦକ ମୋଟ ପଦକ ସଂଖ୍ୟା ୫୮

୧୯ ତମ ଏସିଆନ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟଟରେ ମହିଳା ଷ୍ଟିପଲଚେଜରେ ଭାରତକୁ ଆଉ ୨ ପଦକ । ୩ ହଜାର ମିଟର ଷ୍ଟିପଲଚେଜରେ ଭାରତକୁ ମିଳିଲା ଗୋଟିଏ ରୌପ୍ୟ ପଦକ ଆଉ ଗୋଟିଏ ବ୍ରେଞ୍ଜ ପଦକ । ରୌପ୍ୟ ଜିତିଛନ୍ତି ପାରୁଲ ଚୌଧୁରୀ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି ପ୍ରତି ।

Related posts

ଟ୍ରିପଲ୍ ଜମ୍ପର ୱାର୍ଲଡ ଇଣ୍ଡୋର ରେକର୍ଡ ଭାଙ୍ଗିଛନ୍ତି ରୋଜସ

Odisha Sports Bureau

ହୁଇଲ ଚେୟାର ଫେନସିଂରେ ୩ ଓଡ଼ିଆ ପ୍ରତିଯୋଗୀ

Odisha Sports Bureau

ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ବକ୍ସିଂ ଦଳ