Badminton

ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ : ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ଜିତିଲା ଭାରତ

ଏସୀୟ କ୍ରୀଡା ବ୍ୟାଡମିଣ୍ଟନ ଡବଲ୍ସରେ ଭାରତକୁ ସ୍ୱର୍ଣ୍ଣ । ପୁରୁଷ ଡବଲ୍ସରେ ଭାରତ ସ୍ୱର୍ଣ୍ଣ ଜିତିଛି । ଭାରତର ପଦକ ସଂଖ୍ୟା ୧୦୧କୁ ବୃଦ୍ଧି ପାଇଛି । ଭାରତ ପାଇଁ ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡି ସ୍ୱର୍ଣ୍ଣ ଜିତିଛ । ସେହିଭଳି ମହିଳା ଭାରତକୁ ସ୍ୱର୍ଣ୍ଣ ମିଳିଛି । ଚାଇନିଜ ତାଇପେକୁ ୨୬-୨୫ ରେ ହାରାଇଚନ୍ତି ଭାରତୀୟ ମହିଳା କବାଡି ଦଳ ।

ସେପଟେ ତୀରନ୍ଦାଜରେ ଦୁିଟି ସ୍ୱର୍ଣ୍ଣ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରେଞ୍ଜ ସହ ଭାରତକୁ ୪ଟି ପଦକ ହାସଲ କରିଛି । ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଜ୍ୟୋତି ସୁରେଖାଙ୍କୁ ସ୍ୱର୍ଣ୍ଣ ଜିତିଛନ୍ତି । ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ଓଜାସ ପ୍ରବୀଣ ସ୍ୱର୍ଣ୍ଣ ଜିତିଥିବା ବେଳେ ଅଭିଷେକ ବର୍ମାଙ୍କୁ ମିଳିଛି ରୌପ୍ୟ । ବ୍ୟକ୍ତିଗତ ବର୍ଗରେ ଅଦିତି ଗୋପୀଚାନ୍ଦ ଜିତିଲେ ବ୍ରୋଞ୍ଜ । ଏସୀୟ କ୍ରୀଡାରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ ।

Related posts

ସତ୍ୱିକ୍ ସାଇରାଜ ଏବଂ ଚିରାଗ ସେଠୀ ସେମିଫାଇନାଲରେ ପରାସ୍ତ

Odisha Sports Bureau

ସେୟଦ ମୋଦି ଇଣ୍ଟରନ୍ୟାସନାଲ କ୍ୱାଟର ଫାଇନାଲରେ ସାଇନା–ସାଈ ପ୍ରଣୀତ

Odisha Sports Bureau

ଚୀନୀ ତାଇପେ ଓପନର ମୁଖ୍ୟ ରାଉଣ୍ଡରେ ପହଞ୍ଚିଲେ ରିୟା

Odisha Sports Bureau