Cricket

ରୋହିତ ଶର୍ମା ଏବଂ ବିରାଟଙ୍କୁ ସମ୍ମାନ ଜଣାଇଲା ICC

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ରୋହିତ ଶର୍ମା ଏବଂ ବିରାଟଙ୍କୁ ସମ୍ମାନ ଜଣାଇଲା ଓଉଉ । ଏବେ କିଛିଦିନ ତଳେ କ୍ରିକେଟରୁ ଅବସର ନେଇଛନ୍ତି ଏହି ଦୁଇ କ୍ରିକେଟର କିମ୍ବଦନ୍ତୀ । ତେବେ ଉଭୟଙ୍କ କୀର୍ତ୍ତିମାନକୁ ସମ୍ମାନ ଜଣାଇଛି ଓଉଉ । ନିକ ଏକ୍ସ ଆକାଉଣ୍ଟର ୱାଲପେପର ପରିବର୍ତ୍ତନ କରି ସେମାନେ ଏକାଠି ଖେଳିଥିବା ମ୍ୟାଚର ଫଟୋକୁ ସ୍ଥାନ ମିଳିଛି । ତେବେ ବିରାଟ ଏବଂ ରୋହିତଙ୍କ ହଠାତ୍ ଅବସର ଘୋଷାଣକୁ ନେଇ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ପୂର୍ବରୁ ଟି-୨୦ରୁ ଅବସର ଘୋଷଣା କରିଥିବାବେଳେ ଏବେ କେବଳ ଦିନିକିଆରେ ଉଭୟ ନଜର ଆସିବେ ।

Related posts

ଦକ୍ଷିଣ ଆଫ୍ରିକାଠୁ ହାରି ଚିନ୍ତାରେ ଭାରତ, କେମିତି ଯିବ ସେମିକୁ

Odisha Sports Bureau

ଟସ୍ ଜିତି ବେଙ୍ଗାଲୁରୁର ବୋଲିଂ କରିବାକୁ ନିଷ୍ପତ୍ତି, ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି

ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା ୨୯୯ ରନର ଏକ ବିଶାଳ ବିଜୟ ହାସଲ କରିଛି

Odisha Sports Bureau