Cricket

କ୍ୟାପ୍ଟେନ୍ କହିଲେ ଭାରତ ଖେଳିବ

ପାକିସ୍ତାନ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ନେଇ ଚାଲିଥିବା ବିତର୍କ ମଧ୍ୟରେ, ଭାରତୀୟ ଅଧିନାୟକ ସୂର୍ୟ୍ୟକୁମାର ଯାଦବ ଟିମ୍ ଇଣ୍ଡିଆର ମତ ସ୍ପଷ୍ଟ କରିଛନ୍ତି। ଆଜି ମୁମ୍ବାଇରେ, ସୂର୍ୟ୍ୟ କହିଥିଲେ ଯେ ଭାରତ ମ୍ୟାଚ୍ ଖେଳିବ। ଯଦି ବିପକ୍ଷ ଦଳ ଖେଳିବାକୁ ଚାହୁଁନାହିଁ, ତେବେ ଏହା ସେମାନଙ୍କର ପସନ୍ଦ। ଏପଟେ ଟି-୨୦ ବିଶ୍ୱକପ୍ ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି। ଟିମ୍ ଇଣ୍ଡିଆ ଫେବୃଆରୀ ୧୫ରେ କଲମ୍ବୋରେ ପାକିସ୍ତାନ ସହିତ ମୁକାବିଲା କରିବାର କାର୍ୟ୍ୟକ୍ରମ ରହିଛି, କିନ୍ତୁ ପାକିସ୍ତାନ ସରକାର ଏହି ମ୍ୟାଚ୍ ବୟକଟ ଘୋଷଣା କରିଛନ୍ତି।

Related posts

ରାଜକୋଟରେ ଖେଳା ଯିବ ଭାରତ–ଇଂଲଣ୍ଡର ୩ୟ ଟେଷ୍ଟ ମ୍ୟାଚ

Odisha Sports Bureau

ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମାଙ୍କ ସହ ସମକକ୍ଷ :ଧୋନି

Odisha Sports Bureau

ଆଜି ଭାରତ-ଶ୍ରୀଲଙ୍କା ଟ୍ବେଣ୍ଟି-୨୦ ଅନ୍ତିମ ମ୍ୟାଚ୍

Odisha Sports Bureau