Cricket

ଦଳରେ ରହିବେ, କିନ୍ତୁ ମ୍ୟାଚ୍ ଖେଳିବେନି ଧୋନୀ !

ଚଳିତ ଆଇ.ପି.ଏଲ୍ ସିଜିନରେ, ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିବେ ମହେନ୍ଦ୍ର ସିଂହ ଧୋନି । ସି.ଏସ.କେ ମ୍ୟାନେଜମେଣ୍ଟ, ଧୋନୀଙ୍କ ଦଲରେ ରହିବା ନିଶ୍ଚିତ କରିଛି । କିନ୍ତୁ କାର୍ଯ୍ୟଭାର ପରିଚାଳନା ଯୋଗୁଁ ସେ କିଛି ମ୍ୟାଚ୍ ରୁ ବିରତି ନେଇପାରନ୍ତି।  ଏ କଥା ମଧ୍ୟ କହିଛନ୍ତି ” ଯେ ଧୋନି ଚେନ୍ନାଇ ଆସୁଛନ୍ତି । ଏବଂ ଏହି ସିଜନ ପାଇଁ ତାଙ୍କର ନାଁ ସ୍ପଷ୍ଟ କରିଛନ୍ତି। କିନ୍ତୁ ସେ ସବୁ ମ୍ୟାଚ୍ ଖେଳିବେ କି ନାହିଁ , ତାହା ବର୍ତ୍ତମାନ ଅସ୍ପଷ୍ଟ”।

Related posts

ପାକିସ୍ତାନ ଖେଳାଳୀଙ୍କୁ ୫୦ ଲକ୍ଷ ଜୋରିମାନା

ସାମ୍ବାଦିକ ସମ୍ମଳନୀକୁ ନେଇ ଅସଦ ଆଚରଣ କଲେ ଅଷ୍ଟ୍ରେଲିଆ ସାମ୍ବାଦିକ

Odisha Sports Bureau

ଦିନିକଆ ସିରିଜ୍ ଖେଳିବେ ନାହିଁ ବୁମରା

Odisha Sports Bureau