Cricketବିସିସିଆଇ ବଢାଇବ ବୁମରାଙ୍କ ଦରମା ।Odisha Sports BureauMarch 18, 2026 by Odisha Sports BureauMarch 18, 2026013 ଖୁବଶୀଘ୍ର ବଢିବ ଜସପ୍ରିତ୍ ବୁମରାହଙ୍କ ଦରମା । ବିଗତ ମ୍ୟାଚ୍ ଗୁଡିକରେ ବୁମରାହ୍ଙ୍କ ଭଲ ପଦର୍ଶନ ରହି ଆସିଛି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା। କିନ୍ତୁ...
Hockeyହକି ବିଶ୍ୱକପ୍ 2026: ବଡ଼ ଘୋଷଣା, ବିଶ୍ୱକପରେ ପୁଣି ହେବ ଭାରତ-ପାକିସ୍ତାନ ମୁକାବିଲାOdisha Sports BureauMarch 18, 2026 by Odisha Sports BureauMarch 18, 2026012 FIH ହକି ବିଶ୍ୱକପ୍ 2026 ବେଲଜିୟମ ଏବଂ ନେଦରଲ୍ୟାଣ୍ଡରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ 15 ଅଗଷ୍ଟରୁ 30 ତାରିଖ, 2026 ପର୍ଯ୍ୟନ୍ତ ଚାଲିବ ଏବଂ ପୁଲ୍ ଘୋଷଣା କରାଯାଇଛି। ପୁରୁଷ ଏବଂ ମହିଳା ଦଳ...
Cricketଟି- ୨୦ ସିରିଜ୍ରୁ ବାଦ୍ ପଡିଲେ ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳି ।Odisha Sports BureauMarch 17, 2026 by Odisha Sports BureauMarch 17, 2026016 ନ୍ୟୁଜିଲ୍ୟାଣ୍ଡ ପରେ ଦକ୍ଷିଣ ଆଫ୍ରିକାକୁ ମିଳିଛି ବଡ ଝଟ୍କା ଟି -୨୦ ସିରିଜ୍ରୁ ସଂପୂର୍ଣ୍ଣ ବାଦ ପଡିଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ । ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଟିମ୍ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ...
Athleticsକଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୬Odisha Sports BureauMarch 17, 2026 by Odisha Sports BureauMarch 17, 2026012 ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୬ । ଆସନ୍ତା ୧୮ ରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ହେବ କ୍ରୀଡା ପ୍ରତି ଯୋଗିତା । ଭାରତୀୟ...
Cricketବେଙ୍ଗାଲୁରୁ ଦଳର ଘରୋଇ ଗ୍ରାଉଣ୍ଡକୁ ଆଇପିଏଲ୍ ମ୍ୟାଚ୍ ଆୟୋଜନ ପାଇଁ ଅନୁମତି ପ୍ରଦାନOdisha Sports BureauMarch 17, 2026 by Odisha Sports BureauMarch 17, 2026013 ସବୁ ଆଶଙ୍କାରେ ପଡ଼ିଛି ପୂର୍ଣ୍ଣଛେଦ । ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଘରୋଇ ଗ୍ରାଉଣ୍ଡ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମକୁ ମିଳିଛି ସବୁଜ ସଂକେତ । କର୍ଣ୍ଣାଟକ ସରକାର ଏହି ଷ୍ଟାଡିୟମରେ ଆଇପିଏଲ୍ ମ୍ୟାଚ୍...
Cricketଲକ୍ଷ୍ନୌର ପ୍ରସିଦ୍ଧ ପଞ୍ଚତାରକା ହୋଟେଲରେ କୁଲଦୀପଙ୍କ ରିସେପ୍ସନOdisha Sports BureauMarch 17, 2026 by Odisha Sports BureauMarch 17, 2026013 ଭାରତୀୟ କ୍ରିକେଟ୍ ତାରକା କୁଲଦୀପ ଯାଦବ ଲକ୍ଷ୍ନୌରେ ଏକ ଭବ୍ୟ ଉତ୍ସବ ସହିତ ତାଙ୍କ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକ ମଧ୍ୟରୁ ଗୋଟିଏକୁ ପାଳନ କରିବାକୁ ଯାଉଛନ୍ତି। ମାର୍ଚ୍ଚ ୧୪ ତାରିଖରେ ମନୋରମ ପାହାଡିଆ ସହର ମସୁରୀରେ...
Uncategorizedପାକିସ୍ତାନର ଆକ୍ରମଣକୁ ନିନ୍ଦାOdisha Sports BureauMarch 17, 2026 by Odisha Sports BureauMarch 17, 2026013 ବାଂଲାଦେଶ :- ଗତକାଲି ରାତିରେ ପାକିସ୍ତାନ, ଆଫଗାନିସ୍ତାନ ଉପରେ ପୁଣି ଆକ୍ରମଣ କରିଛି। ପାକିସ୍ତାନୀ ବାୟୁସେନାର ଯୁଦ୍ଧ ବିମାନ ଗୁଡ଼ିକ, ରାଜଧାନୀ କାବୁଲର ଅନେକ ଅଞ୍ଚଳକୁ ଟାର୍ଗେଟ କରିଥିଲା । ଯେଉଁଥିରେ ଏକ ହସ୍ପିଟାଲ...
Cricket‘ଆନ୍ତର୍ଜାତୀୟ ଆଇନ କେଉଁଠି?’ ବୋମା ବିସ୍ଫୋରଣ ପାଇଁ ପାକିସ୍ତାନ ଉପରେ ବର୍ଷିଲେ କ୍ରିକେଟରOdisha Sports BureauMarch 17, 2026March 17, 2026 by Odisha Sports BureauMarch 17, 2026March 17, 2026013 ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକ ନିଶା ପୁନର୍ବାସ ହସ୍ପିଟାଲ ଉପରେ ପାକିସ୍ତାନ ବିମାନ ଆକ୍ରମଣ କରିଥିଲା, ଯେଉଁଥିରେ ୪୦୦ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୫୦ ଜଣ ଆହତ ମଧ୍ୟ ହୋଇଥିଲେ। ପାକିସ୍ତାନର ଏଭଳି...
Cricketସର୍ଫରାଜ ଅହମ୍ମଦଙ୍କୁ କାହିଁକି ଅବସର ନେବାକୁ ବାଧ୍ୟ କରାଗଲା? ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ବଡ଼ ପଦକ୍ଷେପ ନେଇଛି।Odisha Sports BureauMarch 16, 2026March 16, 2026 by Odisha Sports BureauMarch 16, 2026March 16, 2026073 ପାକିସ୍ତାନ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ ଏବଂ ୨୦୧୭ ଚାମ୍ପିଅନ୍ସ ଟ୍ରଫିର ହିରୋ ସରଫରାଜ ଅହମ୍ମଦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି କେବଳ ତାଙ୍କ ପ୍ରଶଂସକଙ୍କୁ ଆକର୍ଷିତ କରିନାହିଁ ବରଂ...
Cricketବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କୁଲଦୀପ ଯାଦବOdisha Sports BureauMarch 15, 2026 by Odisha Sports BureauMarch 15, 2026015 ଭାରତର ଷ୍ଟାର ସ୍ପିନର କୁଲଦୀପ ଯାଦବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। କୁଲଦୀପ ପିଲାଦିନର ପ୍ରେମିକା ବଂଶିକା ଚଢାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି ରାଜକୀୟ ବିବାହ ଉତ୍ତରାଖଣ୍ଡର ମସୁରୀର ବିଳାସପୂର୍ଣ୍ଣ...