More Sports

ବହରେନ ଗ୍ରାଣ୍ଡ ପ୍ରିକ୍ସରେ ରୋମେନ ଗ୍ରୋସେନ ଦୁର୍ଘଟଣାର ଶିକାର

(ଓଡିଶା ସ୍ପୋର୍ଟସ୍): ବହରେନ ଗ୍ରାଣ୍ଡ ପ୍ରିକ୍ସ ସମୟରେ ହାସର ଡ୍ରାଇଭର ରୋମେନ ଗ୍ରୋସେନ ଦୁର୍ଘଟଣାର ଶିକାର ହୋଇଛନ୍ତି । ଫ୍ରାନ୍ସର ୩୪ ବର୍ଷିୟ ଫର୍ମୁଲା ୱାନ ଡ୍ରାଇଭରର କାର ଆରମ୍ଭରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରୋମେନ ଦୁର୍ଘଟଣାରୁ ମରୁ ମରୁ ବଞ୍ଚି ଯାଇଛନ୍ତି । ତାଙ୍କ ଶରୀରର ଅନେକ ସ୍ଥାନ ଜଳିଯାଇଥିବା ଜଣାପଡିଛି, ସେ ଏବେ ଡାକ୍ତରଖାନାରେ ଅଛନ୍ତି । ଦୁର୍ଘଟଣା ଯୋଗୁଁ ପ୍ରତିଯୋଗିତାକୁ କିଛି ସମୟ ପାଇଁ ଅଟକାଇବାକୁ ପଡ଼ିଲା ।

Related posts

ବିଶ୍ୱ କ୍ରୀଡ଼ାରେ ୧୫୦ ଟପିଲା ଭାରତର ପଦକ ସଂଖ୍ୟା

Odisha Sports Bureau

ଅମିତ,ମନିଷଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ା ମନ୍ତ୍ରୀ

Odisha Sports Bureau

ମୀରାବାଇ ଚାନୁଙ୍କୁ ବଡ଼ ଝଟକା

Odisha Sports Bureau