Cricketଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆOdisha Sports BureauAugust 8, 2019 by Odisha Sports BureauAugust 8, 201901190 (ଓଡିଶା ସସ୍ପୋର୍ଟସ ): ଭାରତ – ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟ୍ବେଣ୍ଟି-୨୦ ମ୍ୟାଚ ଶେଷ ହୋଇଛି । ମାତ୍ର ତାର ଦିନକ ପରେ ଭାରତ-ୱେଷ୍ଟଇଣ୍ଡିଜ୍ ଏକଦିବସୀୟ କ୍ରିକେଟ୍ ଶୃଙ୍ଖଳା ଆରମ୍ଭ ହେଉଛି। ଆଜି ଗୟନାର...
Cricketପ୍ରଥମଥର ପାଇଁ ଏକାଠି ଖେଳିଲେ ଚହର ବ୍ରଦରOdisha Sports BureauAugust 7, 2019 by Odisha Sports BureauAugust 7, 201901133 (ଓଡିଶାସ୍ପୋର୍ଟସ): ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜର ଅନ୍ତିମ ମ୍ୟାଚରେ ଭାରତୀୟ ଦଳ ୭ ୱିକେଟ ବିଜୟ ହାସଲ କରିଛି । ଏହି ଅଧିନାୟକ ବିରାଟ କୋହିଲ ଓ ୱିକେଟ ରକ୍ଷକ ରିଷଭ ପନ୍ତ ଦମଦାର...
Cricketଟେଷ୍ଟ କିକ୍ରେଟରେ ଦେଖାଯିବେନି ଡ଼େଲ ଷ୍ଟେନOdisha Sports BureauAugust 6, 2019 by Odisha Sports BureauAugust 6, 201901218 (ଓଡିଶା ସ୍ପୋର୍ଟସ): ଦକ୍ଷିଣ ଆଫ୍ରିକାର ମହାନ ବୋଲର ଡେଲ୍ ଷ୍ଟେନ୍ ଅବସର ନେଇଛନ୍ତି । ଟେଷ୍ଟ କ୍ରିକେଟରେ ଆଉ ଦକ୍ଷିଣ ଆଫ୍ରିକାର ସ୍ପିଡ୍ ଷ୍ଟାର୍ ଡେଲ୍ ଷ୍ଟେନଙ୍କ ସୁଇଂ ଓ ପେସ୍ ଦେଖିବାକୁ ମିଳିବନି...
Cricketଭାରତ – ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଟି-୨୦ ମ୍ୟାଚOdisha Sports BureauAugust 6, 2019 by Odisha Sports BureauAugust 6, 201901061 (ଓଡିଶା ସ୍ପୋର୍ଟସ): ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଟି-୨୦ ମ୍ୟାଚ ଖେଳାଯିବ । ଗାୟନାର ପ୍ରୋଭିଡେନ୍ସ ଷ୍ଟାଡିୟମ୍ରେ ଏହି ମ୍ୟାଚ ଖେଳାଯିବ। ସିରିଜରେ ପ୍ରଥମ ୨ଟି ଯାକ ଟ୍ୱେଣ୍ଟି-୨୦ ମ୍ୟାଚ୍ ଜିତି...
Cricketଗେଲଙ୍କୁ ପଛରେ ପକାଇଲେ ରୋହିତOdisha Sports BureauAugust 5, 2019 by Odisha Sports BureauAugust 5, 201901262 (ଓଡ଼ିଶା ସ୍ପୋର୍ଟସ) : ଟି – ଟ୍ୱେଣ୍ଟି କ୍ରିକେଟରେ ଆଉ ଏକ ରେକର୍ଡ଼ର ଅଧିକାରୀ ହୋଇଛନ୍ତି ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମା । ସେ ସର୍ବାଧିକ ଛକା ମାରିବାର ରେକର୍ଡ଼ ନିଜ ନାମରେ...
Cricketଜାଣନ୍ତୁ କେତେ ବର୍ଷ ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି ୨୦ ସିରିଜ ଜିତିଛି ଟିମ୍ ଇଣ୍ଡିଆOdisha Sports BureauAugust 5, 2019 by Odisha Sports BureauAugust 5, 201901110 (ଓଡ଼ିଶା ସ୍ପୋର୍ଟସ ) : ଦୀର୍ଘ ୮ ବର୍ଷ ପରେ ପୁଣିଥରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି ୨୦ ସିରିଜ ଜିତିଛି ଟିମ୍ ଇଣ୍ଡିଆ । ଏହା ପୂର୍ବରୁ ୨୦୧୧ ମସିହାରେ ୧-୦ରେ ସିରିଜ ଜିତିଥିଲା...
Cricketଦ୍ୱିତୀୟ ଟି-୨୦ରେ ଇଣ୍ଡିଆ-ୱେଷ୍ଟଇଣ୍ଡିଜ ମଧ୍ୟରେ କଡା ଟକ୍କରOdisha Sports BureauAugust 4, 2019 by Odisha Sports BureauAugust 4, 201901073 (ଓଡିଶାସ୍ପୋର୍ଟସ): ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଫ୍ଲୋରିଡାରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଉଭୟ ଦଳ ବିଜୟ ହାସଲ କରିବା ପାଇଁ ଚେଷ୍ଟା କରିବେ । ଗତକାଲି ଖେଳାଯାଇଥିବା ପ୍ରଥମ...
Cricketଭାରତ – ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚOdisha Sports BureauAugust 3, 2019 by Odisha Sports BureauAugust 3, 201901162 (ଓଡିଶାସ୍ପୋର୍ଟସ୍): ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ରୋହିତ ଶର୍ମା ବଡ଼ ରେକର୍ଡ଼ କରିପାରନ୍ତି । ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ପ୍ରଥମ ସିରିଜ...
Cricketବିସିସିଆଇ ଅମ୍ପାୟାର ଭାବେ ଓଡିଆ ପୁଅ ମନୋନୀତOdisha Sports BureauAugust 2, 2019 by Odisha Sports BureauAugust 2, 201901101 (ଶିଳାସ୍ମିତା ରାୟ) ଭୁବନେଶ୍ୱର: ବିସିସିଆଇ ଅମ୍ପାୟାର ଭାବେ ମନୋନୀତ ହୋଇଛନ୍ତି ଓଡିଆ ପୁଅ ଦୁର୍ଗାଦତ୍ତଦାସ । ଦୃଢ ମନବଳ, ଏକାଗ୍ରତା ଓ ଅକ୍ଲାନ୍ତ ପରିଶ୍ରମ ହିଁ ସଫଳତା ଆଣିଦିଏ ତାହା ପ୍ରମାଣ କରିଛନ୍ତି ଦୁର୍ଗା...
Cricketସୌରଭ ଗାଙ୍ଗୁଲିଙ୍କ ନାମରେ ବିଅରOdisha Sports BureauAugust 2, 2019 by Odisha Sports BureauAugust 2, 20190474 (ଓଡ଼ିଶା ସ୍ପୋର୍ଟ): କିକ୍ରେଟ ଦୁନିଆରେ ଦାଦା ନାମରେ ପରିଚିତ ହେଉଛନ୍ତି ସୌରଭ ଗାଙ୍ଗୁଲି । ସେ ଆଗ ଧାଡ଼ିର ଜଣେ ଭଲ ବ୍ୟାଟ୍ସ ମ୍ୟାନ । ଏହି ବାମହାତୀ ବ୍ୟାଟ୍ସ ମ୍ୟାନଙ୍କ ନାମରେ ବିଅର...