Cricketବିଶ୍ୱକପ:ଅମ୍ପାୟାରଙ୍କ ଭୁଲ ପାଇଁ ହାରିଲା ଭାରତOdisha Sports BureauJuly 11, 2019 by Odisha Sports BureauJuly 11, 20190995 (ଓଡିଶା ସ୍ପୋର୍ଟ): ଗତକାଲି ଟିମ୍ ଇଣ୍ଡିଆ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ସେମିଫାଇନାଲ୍ ମୁକାବିଲା ବେଶ୍ ରୋମାଞ୍ଚକର ହୋଇଥିଲା। ଏଥିରେ ଭାରତ ୧୮ ରନରେ ପରାସ୍ତ ହୋଇ ବିଶ୍ୱକପରୁ ବିଦାୟ ନେଇଛି। ଧୋନିଙ୍କ ଆଉଟ୍ ହେବା...
Cricketଭାରତର ଶୋଚନୀୟ ପରାସ୍ତ, ଫାଇନାଲରେ ନ୍ୟୁଜିଲ୍ୟାଣ୍ଡOdisha Sports BureauJuly 10, 2019 by Odisha Sports BureauJuly 10, 201901076 (ଓଡିଶା ସ୍ପୋର୍ଟ): ବିଶ୍ୱକପ ଟ୍ରଫି ଆଶାରେ ରହିଗଲା । ଲକ୍ଷ୍ୟ ବେଶି ବଡ଼ ନଥିଲା । କୋଟି କୋଟି ଭାରତୀୟ ପ୍ରଶଂସକ ଆଶା ଆଶାରେ ହିଁ ରହିଗଲା। ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବା ଟିମ୍...
Cricketଭାରତର ବିଜୟ ପାଇଁ ୨୪୦ରନOdisha Sports BureauJuly 10, 2019 by Odisha Sports BureauJuly 10, 201901271 (ଓଡିଶା ସ୍ପୋର୍ଟ): ରିଜର୍ଭ ଡେ’ରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ପ୍ରଥମ ସେମିଫାଇନାଲ୍ ମୁକାବିଲା ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଖେଳାଯାଉଛି। ଗତକାଲିର ଅମିମାଂଶିତ ସ୍କୋର ୨୧୧/୫(୪୬.୧...
Cricketଭାରତ-ନ୍ୟୁଜଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚ ପାଇଁ ଷ୍ଟାଡ଼ିୟମ ନୋ ଫ୍ଲାଇ ଜୋନOdisha Sports BureauJuly 9, 2019 by Odisha Sports BureauJuly 9, 201901216 (ଓଡିଶା ସ୍ପୋର୍ଟ): ଆଜି ମାଞ୍ଚେଷ୍ଟରର ଐତିହାସିକ ଶିଳ୍ପନଗରୀ ଓଲଡ ଟାଫୋର୍ଟଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ-୨୦୧୯ର ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେଉଛି । ତେବେ ମ୍ୟାଚ ପାଇଁ ଓଲଡ ଟାଫୋର୍ଟ ଷ୍ଟାଡିୟମକୁ...
Cricketସଚିନଙ୍କ ରେକର୍ଡ଼ ଭାଙ୍ଗିପାରନ୍ତି ରୋହିତOdisha Sports BureauJuly 8, 2019 by Odisha Sports BureauJuly 8, 201901143 (ଓଡ଼ିଶା ସ୍ପୋର୍ଟ): ପୁଣି ଥରେ ଏକ ବଡ଼ ରେକର୍ଡ଼ର ଅଧିକାରୀ ହୋଇପାରନ୍ତି ରୋହିତ ଶର୍ମା । ସେ ସେମି ଫାଇନାଲରେ ବଡ଼ ରେକର୍ଡ କରି ପାରନ୍ତି। ବର୍ତ୍ତମାନ ୨୦୧୯ ବିଶ୍ୱକପରେ ଚତ୍ମକାର ଫର୍ମରେ ଅଛନ୍ତି...
Cricketସେମିଫାଇନାଲ ପାଇଁ ପ୍ରସ୍ତୁତ ଦଳ: କୋହଲିOdisha Sports BureauJuly 8, 2019 by Odisha Sports BureauJuly 8, 201901263 (ଓଡ଼ିଶା ସ୍ପୋର୍ଟ): ଆସନ୍ତାକାଲି ବିଶ୍ଵ କପ ସେମି ଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ମୁକାବିଲା ହେବ । କିନ୍ତୁ ବିଶ୍ଵକପ ସେମି ଫାଇନାଲ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି...
Cricketବିଶ୍ୱକପ ସେମିଫାଇନାଲ : କିଏ ଭେଟିବ କାହାକୁ?Odisha Sports BureauJuly 7, 2019 by Odisha Sports BureauJuly 7, 201901077 (ଓଡିଶା ସ୍ପୋର୍ଟ): ୨୦୧୯ ଆଇସିସି ବିଶ୍ୱକପ୍ । ଲିଗ୍ ପର୍ୟ୍ୟାୟ ଶେଷ ହେବା ପରେ ଏବେ ସମସ୍ତଙ୍କ ନଜର ରହିଛି ସେମିଫାଇନାଲ୍ ଉପରେ । ସେମିଫାଇନାଲ ଲିଗ୍ରେ ହାରିଲେ ସିଧାସଳଖ ବିଦା । ଟୁର୍ଣ୍ଣାମେଣ୍ଟର...
Cricketପତ୍ନୀ,ଝିଅ,ସାଥି ଖେଳାଳିଙ୍କ ସହ ଜନ୍ମଦିନ ପାଳିଲେ ମାହିOdisha Sports BureauJuly 7, 2019 by Odisha Sports BureauJuly 7, 201901117 (ଓଡିଶା ସ୍ପୋର୍ଟ): ଆଜି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ୩୮ ବର୍ଷରେ ପାଦ ଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ବିଜୟ ପରେ ଧୋନି ନିଜର ଜନ୍ମଦିନକୁ ପରିବାର ଓ ବନ୍ଧୁଙ୍କ ସହ ଲିଡ୍ସରେ...
Cricketକିକ୍ରେଟକୁ ବାଏ ବାଏ କହିଲେ ମାଲିଙ୍ଗା, ଡ଼ୁମୁନିOdisha Sports BureauJuly 7, 2019 by Odisha Sports BureauJuly 7, 201901198 ଓଡ଼ିଶା ସ୍ପୋର୍ଟ : ବିଶ୍ୱକପରେ ଜଣଙ୍କ ପରେ ଜଣେ ଖେଳାଳି ଅବସର ନେବାରେ ଲାଗିଛନ୍ତି । ପ୍ରଥମେ ସୋଏବ ମଲ୍ଲିକ, ପରେ ଇମ୍ରାନ ତାହିର ଏବଂ ଏବେ ଜେପି ଡୁମିନି ଏବଂ ଲସିଥ ମାଲିଙ୍ଗା...
Cricketଧୋନିଙ୍କ ପାଇଁ ଆଇସିସି ଜାରି କରିଛି ଏକ ଭିଡ଼ିଓ , ଜାଣନ୍ତୁ ଏହାର କାରଣOdisha Sports BureauJuly 6, 2019 by Odisha Sports BureauJuly 6, 20190944 (ଓଡ଼ିଶା ସ୍ପୋର୍ଟ): ଆସନ୍ତାକାଲି ମେହେନ୍ଦ୍ର ସିଂ ଧୋନି ୩୮ ବର୍ଷରେ ପାଦ ଦେବେ । ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଧୋନିଙ୍କ ପାଇଁ ଆଇସିସି ଏକ ଭିଡିଓ ଜାରି କରିଛି । . ଭିଡିଓରେ...