Cricketଭାରତ ପାଖରେ ଅଷ୍ଟ୍ରେଲିଆରେ ଜିତିବାର ସୁବର୍ଣ୍ଣ ସୁଯୋଗ ରହିଛି: ଶ୍ରୀଲଙ୍କା କୋଚ୍Odisha Sports BureauNovember 23, 2018 by Odisha Sports BureauNovember 23, 20180615 (ଓଡିଶା ସ୍ପୋର୍ଟ): ଶ୍ରୀଲଙ୍କା ଟିମ୍ କୁ ବିଶ୍ୱ କପ୍ ର ଟ୍ରଫି ଦେବାରେ ମୁଖ୍ୟ ଭୂମିକା ଗ୍ରହର କରିଥିବା କୋଚ୍ ଡେବ ୱାଟମୋର ଗୁରୁବାର ଦିନ ଏଠାରେ କହିଥିଲେ ସ୍ଟିବ୍ ସ୍ମିଥ୍ ଏବଂ ଡେବିଡ୍...
Cricketଟି-୨୦ ମହିଳା ବିଶ୍ୱକପରୁ ବାଦ ପଡିଲା ଟିମ୍ ଇଣ୍ଡିଆOdisha Sports BureauNovember 23, 2018 by Odisha Sports BureauNovember 23, 20180790 (ଓଡିଶା ସ୍ପୋର୍ଟ): ଆଂଟିଗୁଆରେ ଖେଳାଯାଇଥିବା ଟ୍ୱି-ଟ୍ୱେଂଟି ମହିଳା ବିଶ୍ୱକପରେ ଭାରତ ବାଦ ପଡିଛି । ସେମିଫାଇନାଲରେ ଭାରତକୁ ୮ ୱିକେଟରେ ହରାଇଛି ଇଂଲଣ୍ଡ । ଟସ୍ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା...
Cricket୧୬ ବଲରେ ୭୪ ରନ୍ କଲେ ମହମ୍ମଦ ଶାହଜାନOdisha Sports BureauNovember 22, 2018 by Odisha Sports BureauNovember 22, 20180644 (ଓଡିଶା ସ୍ପୋର୍ଟ): ଟି୧୦ ଲିଗ୍ ୨୦୧୮ରେ ଏକ ଅବିଶ୍ୱସନୀୟ ଇନିଂସ୍ ଖେଳି ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଆଫଗାନିସ୍ତାନୀ ଓପନର୍ ମହମ୍ମଦ ଶାହଜାଦ୍। ସେ ହାସଲ କରିଥିବା୧୬ ବଲ୍ରେ ୭୪ ରନ୍ର ଏହି ଇନିଂସ୍କୁ...
Cricketଟ୍ରଫିରେ ୧୧ ହଜାର ରନ୍ ସଂଗ୍ରହକଲେ ୱାସିମ୍ ଜାଫରOdisha Sports BureauNovember 22, 2018 by Odisha Sports BureauNovember 22, 20180955 ରଣଜୀ ଟ୍ରଫିରେ ୧୧ ହଜାର ରନ ସଂଗ୍ରହ କରିବାରେ ୱାସିମ ଜାଫର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି । ସେ ଏହି ରେକର୍ଡ଼ କରିବା ସହିତ ରଣଜୀ ଟ୍ରଫିରେ ସର୍ବାଧିକ ୩୭ ଶତକ ଏବଂ ୮୧...
Cricketଦିନିକିଆ ଦଳକୁ ଫେରିବା ଲକ୍ଷ୍ୟରେ ପାଣ୍ଡ୍ୟାOdisha Sports BureauNovember 21, 2018 by Odisha Sports BureauNovember 21, 20180883 (ଓଡିଶା ସ୍ପୋର୍ଟ): ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ସମସ୍ୟାରୁ ମୁକୁଳି ସାରିଥିଲେ ମଧ୍ୟ ଏପର୍ୟ୍ୟନ୍ତ ଫିଟ୍ ଘୋଷିତ ହୋଇନାହାନ୍ତି। ଏସିଆ କପ୍ରେ ଦଳର ନିୟମିତ ସଦସ୍ୟଙ୍କ ପିଠିରେ ଆଘାତ ଲାଗିଥିଲା। ସେ ଏବେ ଅଷ୍ଟ୍ରେଲିଆ...
Cricketଭାରତ- ଅଷ୍ଟେଲିଆ ତୃତୀୟ ଟି-୨୦: ଟସ୍ ଜିଣି ଭାରତର ଫିଲ୍ଡିଂ ନିଷ୍ପତ୍ତିOdisha Sports BureauNovember 21, 2018 by Odisha Sports BureauNovember 21, 20180608 (ଓଡିଶା ସ୍ପୋର୍ଟ): ଆଜି ବ୍ରିସ୍ବେନ୍ର ଗାବା ଷ୍ଟାଡିୟମଠାରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ତିନି ଟିକିଆ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତର ଅଧିନାୟକ ବିରାଟ କୋହଲି ଟସ୍ ଜିଣି ଫିଲ୍ଡିଂ କରିବାକୁ ନିଷ୍ପତ୍ତି...
Cricketପ୍ରତିପକ୍ଷକୁ ତା’ରି ଭାଷାରେ ଉତ୍ତର ଦେବୁ: କୋହଲିOdisha Sports BureauNovember 21, 2018November 21, 2018 by Odisha Sports BureauNovember 21, 2018November 21, 20180602 ଆମେ ପ୍ରଥମେ ଆରମ୍ଭ କରିବୁ ନାହିଁ, ହେଲେ କେହି ଯଦି ଆମ ଆତ୍ମସମ୍ମାନକୁ ଆଘାତ ଦିଏ, ଆମେ ତାକୁ ଛାଡ଼ିବୁ ନାହିଁ। ପ୍ରତିପକ୍ଷକୁ ତାରି ଭାଷାରେ ଉତ୍ତର ଦେବୁ। ଅଷ୍ଟ୍ରେଲିଆ ବିପକ୍ଷ ମହତ୍ବପୂର୍ଣ୍ଣ ଶୃଙ୍ଖଳା...
Cricketଆଜି ବଦଳିବ ଟି-୨୦ କ୍ରିକେଟ୍ ର ଇତିହାସ, ଧୋନିଙ୍କ ବିନା ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆOdisha Sports BureauNovember 21, 2018 by Odisha Sports BureauNovember 21, 201801299 (ଓଡିଶା ସ୍ପୋର୍ଟ): ଭାରତୀୟ ଟିମ୍ ର ପୂର୍ବତନ କ୍ୟାପଟେନ୍ ଏବଂ ଧାକଡ୍ ବିପକ୍ଷରେ ମହେନ୍ଦ୍ର ସିଂ ଧୋନି ପୂର୍ବରୁ ବହୁତ ସମୟରୁ ଲୟରେ ଦେଖାଯାଉନଥିଲେ । ଏହାର ଫଳସ୍ୱରୂପ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜରେ...
Cricketଭାରତ ଠାରୁ ହାରିଲା ପାକିସ୍ତାନ, ଆଇସିସି ଶୁଣାଇଲେ ନିଷ୍ପତ୍ତିOdisha Sports BureauNovember 20, 2018 by Odisha Sports BureauNovember 20, 201801127 ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବିବାଦ ନିବାରଣ ପେନାଲ ବିସିସିଆଇ ବିରୋଧରେ ପାକିସ୍ତାନ କ୍ରିକେଟ ବୋର୍ଡ଼ (ପିସିବି)ର କ୍ଷତିପୂରଣ ଦାବିକୁ ଖାରଜ କରି ଦେଇଛନ୍ତି । ପିସିବି ଭାରତୀୟ କ୍ରିକେଟ ବୋର୍ଡ ଉପରେ ଦ୍ୱିପାକ୍ଷିକ...
Cricketରଣଜୀ ଟ୍ରଫିର ତୃତୀୟ ପର୍ଯ୍ୟାୟ ମ୍ୟାଚ୍Odisha Sports BureauNovember 20, 2018 by Odisha Sports BureauNovember 20, 20180615 (ଓଡିଶା ସ୍ପୋର୍ଟ): ଆଜିଠାରୁ ଆରମ୍ଭ ହେଉଛି ରଣଜୀ ଟ୍ରଫିର ତୃତୀୟ ପର୍ଯ୍ୟାୟ ମ୍ୟାଚ । ପ୍ରଥମ ଦୁଇଟି ମ୍ୟାଚ ଘରୋଇ ପଡ଼ିଆ ରେ ଖେଳିଥିବା ଓଡ଼ିଶା ଆଜି ଗୌହାଟୀରେ ଆସାମ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ...