Cricketଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ବୋଲରଙ୍କୁ ପ୍ରସ୍ତୁତ କରିବେ ସ୍ମିଥ୍ – ୱାର୍ନରOdisha Sports BureauNovember 26, 2018 by Odisha Sports BureauNovember 26, 20180705 (ଓଡିଶା ସ୍ପୋର୍ଟ): ବଲ୍ ସହିତ ଛେଡଛାଡ୍ କରୁୁଥିବା ମାମଲାରେ ଏକ ବର୍ଷ ପାଇଁ ଦଳରୁ ବହିଷ୍କୃତ ହୋଇଥିବା ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିବ୍ ସ୍ମିଥ ଏବଂ ଡେବିଡ୍ ୱାର୍ନର ଟିମ୍ ରୁ ବାହାରେ ରହିବା ସତ୍ୱେ...
Cricketକ୍ରିକେଟ ବୋର୍ଡ଼ ଏନଗିଡ଼ିଙ୍କୁ ୧୨ ସପ୍ତାହ ପାଇଁ ଦଳରୁ ବାଦOdisha Sports BureauNovember 24, 2018 by Odisha Sports BureauNovember 24, 201801403 (ଓଡିଶା ସ୍ପୋର୍ଟ): ଦକ୍ଷିଣ ଆଫ୍ରିକାର ଯୁବ ଦ୍ରୁତ ବୋଲର୍ ଲୁଙ୍ଗି ଏନଗିଡ଼ି ଆସନ୍ତା ଫେବୃଆରୀ ମାସ ଯାଏ କୌଣସି ପ୍ରକାରର କ୍ରିକେଟ ଖେଳିପାରିବେ ନାହିଁ । କିନ୍ତୁ ସେ ବିଶ୍ୱକପକୁ ନିଶ୍ଚିତ ପ୍ରତ୍ୟାବର୍ତ୍ତନ କରିବେ...
Cricketଅଷ୍ଟ୍ରେଲିଆ ତୃତୀୟ ଟି-୨୦ ମ୍ୟାଚ୍ ପାଇଁ ଡକାଇଲା ସବୁଠାରୁ ଖତରନାକ୍ ବୋଲର୍Odisha Sports BureauNovember 24, 2018November 24, 2018 by Odisha Sports BureauNovember 24, 2018November 24, 20180689 (ଓଡିଶା ସ୍ପୋର୍ଟ): ସିଡେନ୍ ରେ ହେବାକୁଥିବା ତୃତୀୟ ଏବଂ ନିର୍ଣ୍ଣୟକ ଟି-୨୦ ପୂର୍ବରୁ ଭାରତୀୟ ଟିମ୍ ପାଇଁ ଏକ ଖରାପ ଖବର ଆସୁଛି । ଅଷ୍ଟ୍ରେଲିଆ ନିଜର ସବୁଠାରୁ ପ୍ରମୁଖ ସ୍ପିଡ୍ ବୋଲର ମିଚେଲ୍ ଷ୍ଟାର୍କଙ୍କୁ...
Cricketଭାରତ ପାଖରେ ଅଷ୍ଟ୍ରେଲିଆରେ ଜିତିବାର ସୁବର୍ଣ୍ଣ ସୁଯୋଗ ରହିଛି: ଶ୍ରୀଲଙ୍କା କୋଚ୍Odisha Sports BureauNovember 23, 2018 by Odisha Sports BureauNovember 23, 20180628 (ଓଡିଶା ସ୍ପୋର୍ଟ): ଶ୍ରୀଲଙ୍କା ଟିମ୍ କୁ ବିଶ୍ୱ କପ୍ ର ଟ୍ରଫି ଦେବାରେ ମୁଖ୍ୟ ଭୂମିକା ଗ୍ରହର କରିଥିବା କୋଚ୍ ଡେବ ୱାଟମୋର ଗୁରୁବାର ଦିନ ଏଠାରେ କହିଥିଲେ ସ୍ଟିବ୍ ସ୍ମିଥ୍ ଏବଂ ଡେବିଡ୍...
Cricketଟି-୨୦ ମହିଳା ବିଶ୍ୱକପରୁ ବାଦ ପଡିଲା ଟିମ୍ ଇଣ୍ଡିଆOdisha Sports BureauNovember 23, 2018 by Odisha Sports BureauNovember 23, 20180815 (ଓଡିଶା ସ୍ପୋର୍ଟ): ଆଂଟିଗୁଆରେ ଖେଳାଯାଇଥିବା ଟ୍ୱି-ଟ୍ୱେଂଟି ମହିଳା ବିଶ୍ୱକପରେ ଭାରତ ବାଦ ପଡିଛି । ସେମିଫାଇନାଲରେ ଭାରତକୁ ୮ ୱିକେଟରେ ହରାଇଛି ଇଂଲଣ୍ଡ । ଟସ୍ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା...
Cricket୧୬ ବଲରେ ୭୪ ରନ୍ କଲେ ମହମ୍ମଦ ଶାହଜାନOdisha Sports BureauNovember 22, 2018 by Odisha Sports BureauNovember 22, 20180660 (ଓଡିଶା ସ୍ପୋର୍ଟ): ଟି୧୦ ଲିଗ୍ ୨୦୧୮ରେ ଏକ ଅବିଶ୍ୱସନୀୟ ଇନିଂସ୍ ଖେଳି ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଆଫଗାନିସ୍ତାନୀ ଓପନର୍ ମହମ୍ମଦ ଶାହଜାଦ୍। ସେ ହାସଲ କରିଥିବା୧୬ ବଲ୍ରେ ୭୪ ରନ୍ର ଏହି ଇନିଂସ୍କୁ...
Cricketଟ୍ରଫିରେ ୧୧ ହଜାର ରନ୍ ସଂଗ୍ରହକଲେ ୱାସିମ୍ ଜାଫରOdisha Sports BureauNovember 22, 2018 by Odisha Sports BureauNovember 22, 20180971 ରଣଜୀ ଟ୍ରଫିରେ ୧୧ ହଜାର ରନ ସଂଗ୍ରହ କରିବାରେ ୱାସିମ ଜାଫର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି । ସେ ଏହି ରେକର୍ଡ଼ କରିବା ସହିତ ରଣଜୀ ଟ୍ରଫିରେ ସର୍ବାଧିକ ୩୭ ଶତକ ଏବଂ ୮୧...
Cricketଦିନିକିଆ ଦଳକୁ ଫେରିବା ଲକ୍ଷ୍ୟରେ ପାଣ୍ଡ୍ୟାOdisha Sports BureauNovember 21, 2018 by Odisha Sports BureauNovember 21, 20180907 (ଓଡିଶା ସ୍ପୋର୍ଟ): ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ସମସ୍ୟାରୁ ମୁକୁଳି ସାରିଥିଲେ ମଧ୍ୟ ଏପର୍ୟ୍ୟନ୍ତ ଫିଟ୍ ଘୋଷିତ ହୋଇନାହାନ୍ତି। ଏସିଆ କପ୍ରେ ଦଳର ନିୟମିତ ସଦସ୍ୟଙ୍କ ପିଠିରେ ଆଘାତ ଲାଗିଥିଲା। ସେ ଏବେ ଅଷ୍ଟ୍ରେଲିଆ...
Cricketଭାରତ- ଅଷ୍ଟେଲିଆ ତୃତୀୟ ଟି-୨୦: ଟସ୍ ଜିଣି ଭାରତର ଫିଲ୍ଡିଂ ନିଷ୍ପତ୍ତିOdisha Sports BureauNovember 21, 2018 by Odisha Sports BureauNovember 21, 20180627 (ଓଡିଶା ସ୍ପୋର୍ଟ): ଆଜି ବ୍ରିସ୍ବେନ୍ର ଗାବା ଷ୍ଟାଡିୟମଠାରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ତିନି ଟିକିଆ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତର ଅଧିନାୟକ ବିରାଟ କୋହଲି ଟସ୍ ଜିଣି ଫିଲ୍ଡିଂ କରିବାକୁ ନିଷ୍ପତ୍ତି...
Cricketପ୍ରତିପକ୍ଷକୁ ତା’ରି ଭାଷାରେ ଉତ୍ତର ଦେବୁ: କୋହଲିOdisha Sports BureauNovember 21, 2018November 21, 2018 by Odisha Sports BureauNovember 21, 2018November 21, 20180623 ଆମେ ପ୍ରଥମେ ଆରମ୍ଭ କରିବୁ ନାହିଁ, ହେଲେ କେହି ଯଦି ଆମ ଆତ୍ମସମ୍ମାନକୁ ଆଘାତ ଦିଏ, ଆମେ ତାକୁ ଛାଡ଼ିବୁ ନାହିଁ। ପ୍ରତିପକ୍ଷକୁ ତାରି ଭାଷାରେ ଉତ୍ତର ଦେବୁ। ଅଷ୍ଟ୍ରେଲିଆ ବିପକ୍ଷ ମହତ୍ବପୂର୍ଣ୍ଣ ଶୃଙ୍ଖଳା...