ଆଜି ବଦଳିବ ଟି-୨୦ କ୍ରିକେଟ୍ ର ଇତିହାସ, ଧୋନିଙ୍କ ବିନା ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
(ଓଡିଶା ସ୍ପୋର୍ଟ): ଭାରତୀୟ ଟିମ୍ ର ପୂର୍ବତନ କ୍ୟାପଟେନ୍ ଏବଂ ଧାକଡ୍ ବିପକ୍ଷରେ ମହେନ୍ଦ୍ର ସିଂ ଧୋନି ପୂର୍ବରୁ ବହୁତ ସମୟରୁ ଲୟରେ ଦେଖାଯାଉନଥିଲେ । ଏହାର ଫଳସ୍ୱରୂପ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜରେ...
