Footballରୋନାଲଡୋଙ୍କୁ ପଛରେ ପକାଇ ଇତିହାସ ରଚିଲେ ମେସିOdisha Sports BureauMarch 19, 2026 by Odisha Sports BureauMarch 19, 2026013 ରୋନାଲଡୋଙ୍କୁ ପଛରେ ପକାଇ ଇତିହାସ ରଚିଲେ ମେସି । ବୁଧବାର ଦିନ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ମେସି ନିଜ କ୍ୟାରିୟରର ୯୦୦ତମ ଗୋଲ୍ ସ୍କୋର କରି ଇତିହାସ ରଚିଛନ୍ତି । କ୍ରିଷ୍ଟିଆନୋ ରୋନାଲଡୋଙ୍କ...
Footballଆମେରିକ ଯିବ ଇରାନ୍ ଟିମ୍ !Odisha Sports BureauMarch 11, 2026March 11, 2026 by Odisha Sports BureauMarch 11, 2026March 11, 2026019 ଇରାନର ଫୁଟବଲ୍ ଦଳ, ବିଶ୍ୱକପ୍ ରେ ଅଂଶଗ୍ରହଣ କରିବା ପାଇଁ ଆମେରିକା ଯାତ୍ରା କରିପାରିବ । ଏ ନେଇ ଫିଫା ସଭାପତି ଜିଆନି ଇନଫାଣ୍ଟିନୋ ନିଶ୍ଚିତ କରିଛନ୍ତି। ଇନଫାଣ୍ଟିନୋ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି...
Footballହସ୍ପିଟାଲରେ ଭର୍ତ୍ତି ମେସିଙ୍କ ଭଉଣୀ ମାରିଆOdisha Sports BureauDecember 23, 2025 by Odisha Sports BureauDecember 23, 2025028 ହସ୍ପିଟାଲରେ ଭର୍ତ୍ତି ମେସିଙ୍କ ଭଉଣୀ ମାରିଆ । ଲିଓନେଲ୍ ମେସିଙ୍କ ପରିବାରରେ ମାଡ଼ିଆସିଛି ଦୁଃଖ। କାରଣ ଭଉଣୀ ମାରିଆ ଏବେ ହସ୍ପିଟାଲରେ ଭର୍ତ୍ତି। ଏକ ବଡ଼ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି ମାରିଆ । ସୂଚନା...
Football୫୦ କୋଟି ଟଙ୍କାର ମାନହାନି ମକଦ୍ଦମା ଦାୟର କଲେ ସୌରଭ ଗାଙ୍ଗୁଲିOdisha Sports BureauDecember 19, 2025 by Odisha Sports BureauDecember 19, 2025037 ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କୋଲକାତାର ଆଜେଣ୍ଟିନା ଫ୍ୟାନ କ୍ଲବର ସଭାପତି ଉତ୍ତମ ଶାହାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଯେଉଁଥିରେ ସେ ୫୦ କୋଟି ଟଙ୍କା...
Cricket Footballମେସିଙ୍କ ସମ୍ପତ୍ତି ତୁଳନାରେ ୭ ଧନୀ ଭାରତୀୟ କ୍ରିକେଟରଙ୍କ ମିଳିତ ରୋଜଗାର ଫିକାOdisha Sports BureauDecember 15, 2025 by Odisha Sports BureauDecember 15, 2025034 ଫୁଟବଲ୍ ଜଗତର ସବୁଠାରୁ ବଡ଼ ତାରକା ଲିଓନେଲ୍ ମେସି ବର୍ତ୍ତମାନ ଭାରତରେ ଅଛନ୍ତି। ତାଙ୍କର ଶେଷ ଯାତ୍ରା ହେଉଛି ଦିଲ୍ଲୀ। ମେସି କେବଳ ଜଣେ ପ୍ରମୁଖ ଫୁଟବଲ୍ ତାରକା ନୁହଁନ୍ତି ବରଂ ଖେଳର ସବୁଠାରୁ...
Football୩ ଦିନିଆ ଭାରତ ଗସ୍ତରେ ଲିଓନେଲ ମେସିOdisha Sports BureauDecember 13, 2025 by Odisha Sports BureauDecember 13, 2025041 ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି । ୩ ଦିନିଆ ଭାରତ ଗସ୍ତରେ ଲିଓନେଲ ମେସି । କୋଲକାତା ବିମାନବନ୍ଦରରେ ଗତକାଲି ମଧ୍ୟ ରାତ୍ରରେ ମେସିଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରିଥିଲେ ଫ୍ୟାନ୍ସ...
Footballଏନ୍.ଇ.ପିରେ ଫୁଟବଲ୍ ଖେଳକୁ ଗୁରୁତ୍ୱ !Odisha Sports BureauNovember 29, 2025 by Odisha Sports BureauNovember 29, 2025050 ସ୍କୁଲରୁ ମିଳିବ ପିଲାଙ୍କୁ ଫୁଟବଲ୍ ଖେଳର ତାଲିମ୍ । ଯାହା ସେମାନଙ୍କୁ ଶାରୀରିକ, ମାନସିକ ଏବଂ ସାମାଜିକ କ୍ଷେତ୍ରରେ ବେଶ୍ ଲାଭ ଦାୟକ ହେବ । ନ୍ୟାସନାଲ ଏଜୁକେଶନ ପଲିସି ମାଧ୍ୟମରେ, ଫୁଟବଲ୍ ଖେଳକୁ...
Footballକିଏ ଯୋଡିବ ସଫଳତାର ନୂଆ ଫର୍ଦ୍ଦ ?Odisha Sports BureauNovember 9, 2025 by Odisha Sports BureauNovember 9, 2025035 କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଲିଓନେଲ୍ ମେସି, କିଏ ନିଜ ନାଁରେ ଯୋଡିବେ ସଫଳତାର ନୂଆ ଏକ ଫର୍ଦ୍ଦ ? କିଏ ପ୍ରଥମେ ତାଙ୍କର ଫୁଟବଲ୍ କ୍ୟାରିୟରରେ, ୧୦୦୦ ଟି ଗୋଲ କରିବାର ପାହାଚରେ ପ୍ରଥମେ...
FootballAIFF ଇଣ୍ଡିଆନ୍ ସୁପର ଲିଗ୍ ପାଇଁ ଏକ ବାଣିଜ୍ୟିକ ଅଂଶୀଦାର ଖୋଜିବାରେ ବିଫଳ ହୋଇଛିOdisha Sports BureauNovember 8, 2025 by Odisha Sports BureauNovember 8, 2025034 ଗୋଆ:- ଭାରତୀୟ ଫୁଟବଲ୍ ସବୁଠାରୁ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି । ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (AIFF) ଏହାର ପ୍ରିମିୟମ୍ ଟୁର୍ନାମେଣ୍ଟ, ଇଣ୍ଡିଆନ୍ ସୁପର ଲିଗ୍ (ISL) ପାଇଁ ଏକ ବାଣିଜ୍ୟିକ ଅଂଶୀଦାର...
Footballବିଶ୍ୱ ପ୍ରସିଦ୍ଧ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କର ସରିଲା ନିର୍ବନ୍ଧOdisha Sports BureauAugust 12, 2025 by Odisha Sports BureauAugust 12, 2025075 ପୁଣି ବିବାହ କରିବାକୁ ଯାଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡ । ବିଶ୍ୱ ପ୍ରସିଦ୍ଧ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କର ସରିଲା ନିର୍ବନ୍ଧ । ଖୁବଶିଘ୍ର ବାନ୍ଧବୀ ଜର୍ଜିନା ରଡ୍ରିଗ୍ସଙ୍କୁ ବିବାହ କରିବାକୁ ସେ ଯାଉଛନ୍ତି ।...