ଆଇ ଲିଗ୍ : ଶିଲାଁଙ୍ଗ ଲାଯୋଙ୍ଗକୁ ୨-୧ରେ ହରାଇ ନେରୋକା ଅଙ୍କତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଲା
(ଓଡିଶା ସ୍ପୋର୍ଟ):ଫେଲିକ୍ସ ଚୀଦି ଏବଂ ଫରାଙ୍ଗକି ବୁଆମଙ୍କ ଗୋଲ ସାହାଯ୍ୟରେ ନେରୋକା ଆଇଲିଗ୍ ମୁୁକାବିଲାରେ ରବିବାର ଦିନ ଲାଯୋଙ୍ଗକୁ ୨-୧ରେ ହରାଇ ଦ୍ୱିତୀୟ ବିଜୟର ଆଭାଷ କରିଛନ୍ତି । ଏହି ବିଜୟ ସହିତ ନେରୋକା...
