Footballଓଡ଼ିଶା ବାଳିକା ଦଳ ୨-୧ରେ ମଣିପୁରକୁ ହରାଇ ଫାଇନାଲରେOdisha Sports BureauJanuary 17, 2019 by Odisha Sports BureauJanuary 17, 20190693 (ଓଡିଶା ସ୍ପୋର୍ଟ): ପୁନେରେ ଚାଲିଥିବା ଖେଲୋ ଇଣ୍ତିଆ ଯୁବା କ୍ରୀଡ଼ା ପ୍ରତିଯୋଗିତାର ଫୁଟବଲରେ ଓଡ଼ିଶାର ୧୭ ବର୍ଷରୁ କମ ବାଳିକା ଦଳ ଫାଇନାଲରେ ପ୍ରବେଶ କରିଛି । ଆଜି ଖେଳାଯାଇଥିବା ସେମିଫାଇନାଲରେ ଓଡ଼ିଶା ୨-୧ରେ...
Footballଭାରତୀୟ ଫୁଟବଲ ମୁଖ୍ୟ କୋଚ ଷ୍ଟିଫେନଙ୍କ ଇସ୍ତଫାOdisha Sports BureauJanuary 16, 2019 by Odisha Sports BureauJanuary 16, 201901216 (ଶିଳାସ୍ମିତା ରାୟ): ଭାରତୀୟ ଫୁଟବଲ୍ ଦଳର ମୁଖ୍ୟ କୋଚ ଷ୍ଟିଫେନ୍ କୋନ୍ଷ୍ଟାଣ୍ଟିନେ ଗତକାଲି ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି। ଏଏଫ୍ସି ଏସୀୟ କପ୍ରେ ବାହାରିନ୍ଠୁ ଭାରତର ପରାଜୟ ଷ୍ଟିଫେନଙ୍କୁ ମର୍ମାହତ କରିଥିଲା । ଏଥିନେଇ...
Footballଆଇ- ଲିଗ୍: ଚେନ୍ନାଇ ସିଟି ଏଫସି-ଇଷ୍ଟ୍ ବଙ୍ଗଳାକୁ ୨-୧ରେ ହରାଇଲାOdisha Sports BureauJanuary 15, 2019 by Odisha Sports BureauJanuary 15, 20190601 (ଓଡିଶା ସ୍ପୋର୍ଟ): ସୁନ୍ଦର ଫାର୍ମରେ ଚାଲୁଥିବା ସ୍ପେନର ଷ୍ଟ୍ରାଇକର ପେଡ୍ରୋ ମାଂଞ୍ଜୀ ଏବଂ ରୋମାରିୟୋ ଜେସୁରାଜଙ୍କ ଗୋଲ ସାହାଯ୍ୟରେ ଚେନ୍ନାଇ ସିଟି ଏଫସୀ ଆଇଲିସଗ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ସୋମବାର ଦିନ ଇଷ୍ଟ୍ ବଙ୍ଗଳାକୁ ହରାଇ...
Footballଶେଷ ନିଶ୍ୱାସ ତ୍ୟାଗ କଲେ ଭାରତୀୟ ଫୁଟବଲର ମହମ୍ମଦ ଜୁଲଫିକାରୁଦ୍ଦିନOdisha Sports BureauJanuary 14, 2019 by Odisha Sports BureauJanuary 14, 201901151 (ଓଡିଶା ସ୍ପୋର୍ଟ): ଫୁଟବଲ ଜଗତରୁ ଚାଲିଗଲେ ଦଳର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ଭାରତୀୟ ଫୁଟ୍ବଲର ମହମ୍ମଦ ଜୁଲଫିକାରୁଦ୍ଦିନଙ୍କ ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୩ ବର୍ଷ ହୋଇଥିଲା। ତାଙ୍କର ୩ ପୁଅ ଓ...
Footballଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡ଼ାରେ ବାଳିକା ଫୁଟବଲ୍ ଦଳ ବିଜୟୀOdisha Sports BureauJanuary 14, 2019 by Odisha Sports BureauJanuary 14, 20190661 (ଅନୁସ୍ୱୟା): ମହାରାଷ୍ଟ୍ରର ପୁନେରେ ଚାଲିଥିବା ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ଫୁଟବଲ୍ ବିଜୟ ହାସଲ କରିଛି । ମ୍ୟାଚରେ ଓଡ଼ିଶା ଓ କେରଳ ମୁହାଁମୁହିଁ ହୋଇଥିଲେ । ୧୭ ବର୍ଷରୁ...
Footballଓଡ଼ିଶା୧୭ମହିଳା ଫୁଟବଲ ଦଳ ହିମାଚଳପ୍ରଦେଶ କୁ ହରାଇ ବିଜୟୀOdisha Sports BureauJanuary 12, 2019 by Odisha Sports BureauJanuary 12, 201901438 (ଅନୁସ୍ୱୟା): ଅଣ୍ଡର ୧୭ମହିଳା ଫୁଟବଲ ଦଳର ଆଜି ୨ୟ ପର୍ଯ୍ୟାୟ ଖେଳ ପୁନେରେ ଅନୁଷ୍ଠିତ ହୋଇଥିଲ । ।ଏହି ମ୍ୟାଚରେ ଓଡ଼ିଶା ଓ ହିମାଚଳପ୍ରଦେଶ ମୁହାଁମୁହିଁ ହୋଇଥିଲେ । ଓଡ଼ିଶା ହିମାଚଳପ୍ରଦେଶକୁ କଡ଼ା ଟକ୍ଟର...
Footballମୋହନ ବାଗାନକୁ ହରାଇ ରିୟଲ କଶ୍ମୀର କ୍ଲବ ୨-୧ରେ ବିଜୟୀOdisha Sports BureauJanuary 7, 2019 by Odisha Sports BureauJanuary 7, 20190609 (ଓଡିଶା ସ୍ପୋର୍ଟ): ଚଳିତ ଆଇ ଲିଗ୍ ଫୁଟବଲ ଟୁର୍ନାମେଣ୍ଟରେ ରବିବାର ବୃହତ୍ ବିପର୍ୟ୍ୟୟ ଘଟିଛି। ଲିଗ୍ ରେ ପଦାର୍ପଣ କରିଥିବା ରିୟଲ କଶ୍ମୀର କ୍ଲବ ୨-୧ ଗୋଲରେ ଦେଶର ଅନ୍ୟତମ ସଫଳ ଫୁଟବଲ କ୍ଲବ ମୋହନ...
Footballଭାରତର ପ୍ରଥମ ବିଜୟ ,ଏକ୍ଟିଭ ଫୁଟବଲର ସୁନିଲ ଛେତ୍ରୀOdisha Sports BureauJanuary 7, 2019 by Odisha Sports BureauJanuary 7, 201901324 (ଓଡିଶା ସ୍ପୋର୍ଟ): ଭାରତର ସବୁଠାରୁ ସଫଳତମ ଫୁଟବଲର ସୁନିଲ ଛେତ୍ରୀ ବିଶ୍ୱର ଅନ୍ୟତମ ମହାନ ଫୁଟବଲର ଲିଓନ ମେସିଙ୍କୁ ପଛରେ ପକାଇ ଦେଇଛନ୍ତି ।ସୁନିଲ ଛେତ୍ରୀ ରବିବାର ପୁଣିଥରେ ସ୍ୱର୍ଣ୍ଣିମ ଅନୁଭୂତି ହାସଲ କରିଛନ୍ତି...
Footballବଳକାନ ଆଥଲେଟ ପୁରସ୍କାର ପାଇଲେ ମୋଡ୍ରିଚ୍Odisha Sports BureauDecember 28, 2018 by Odisha Sports BureauDecember 28, 20180709 (ଓଡିଶା ସ୍ପୋର୍ଟ): କ୍ରୋଏସିଆ ଫୁଟବଲ ଟିମ୍ ଅଧିନାୟକ ଲୁକା ମୋଡ୍ରିଚ୍ଙ୍କୁ ଚଳିତ ବର୍ଷ ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ସମ୍ମାନଜନକ ବଳକାନ୍ ପୁରସ୍କାର ମିଳିଛି। ଏହି ବଳକାନ ଆଥଲେଟ ପୁରସ୍କାର ଦୌଡ଼ରେ ବିଶ୍ୱର ନମ୍ବର...
Footballଭାରତ ଓ ଓମାନ ମଧ୍ୟରେ ଅଭ୍ୟାସ ମ୍ୟାଚ୍ ଡ଼୍ରOdisha Sports BureauDecember 28, 2018 by Odisha Sports BureauDecember 28, 20180784 (ଓଡିଶା ସ୍ପୋର୍ଟ): ର଼୍ୟାଙ୍କିଙ୍ଗ୍ରେ ୯୭ତମ ସ୍ଥାନରେ ରହିଥିବା ବେଳେ ଓମାନ ୮୨ତମ ସ୍ଥାନରେ ରହିଛି। ଫିଫା ଏସିଆନ୍ କପ୍ ଫୁଟବଲ ଚାମ୍ପିୟନଶିପ୍ ପୂର୍ବରୁ ଏଠାରେ ଭାରତ ଓ ଓମାନ ମଧ୍ୟରେ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍...