SAI ହଷ୍ଟେଲରୁ ସନ୍ଦେହଜନକ ପରିସ୍ଥିତିରେ ଦୁଇ ମହିଳାଙ୍କ ମୃତଦେହ ମିଳିଛି…
କେରଳର କୋଲ୍ଲମରେ ଥିବା ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI) ହଷ୍ଟେଲରୁ ସନ୍ଦେହଜନକ ପରିସ୍ଥିତିରେ ଦୁଇ ମହିଳା କବାଡି ଏବଂ ଆଥଲେଟିକ୍ସ ଖେଳାଳିଙ୍କ ମୃତଦେହ ସେମାନଙ୍କ କୋଠରୀରୁ ମିଳିଛି। ମୃତୁ୍ୟର କାରଣ ଅସ୍ପଷ୍ଟ ଥିବା ବେଳେ...
