More Sportsଯୌନ ନିର୍ଯାତନା ଅଭିଯୋଗରେ ସୁଟିଂ ପ୍ରଶିକ୍ଷକ ଅଙ୍କୁଶ ଭରଦ୍ୱାଜ ନିଲମ୍ବିତOdisha Sports BureauJanuary 9, 2026 by Odisha Sports BureauJanuary 9, 2026013 ହରିୟାଣାର ଫରିଦାବାଦର ଏକ ପଞ୍ଚତାରକା ହୋଟେଲ ଭିତରେ ଜଣେ କିଶୋରୀ ଶୁଟରଙ୍କୁ ଜଣେ ଜାତୀୟ ସୁଟିଂ ପ୍ରଶିକ୍ଷକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ମାମଲା ପଞ୍ଜିକରଣ ପରେ ଅଭିଯୁକ୍ତ ଅଙ୍କୁଶ ଭରଦ୍ୱାଜଙ୍କୁ ନିଲମ୍ବିତ...
More Sportsଡୋପିଂ ଟେଷ୍ଟରେ ବିଫଳ ପାଇଁ ଏସୀୟ କ୍ରୀଡା ୨୦୧୪ ପଦକ ବିଜୟୀ ହାମର ଫିଙ୍ଗାଳୀ ମଞ୍ଜୁ ବାଲା ନିଲମ୍ବିତOdisha Sports BureauNovember 12, 2025 by Odisha Sports BureauNovember 12, 2025025 ୨୦୧୪ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହାମର ଫିଙ୍ଗାଳି ମଞ୍ଜୁ ବାଲାଙ୍କୁ ନିଷିଦ୍ଧ ଔଷଧ ସେବନ ପାଇଁ ପଜିଟିଭ୍ ପରୀକ୍ଷା ପରେ ପାଞ୍ଚ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ଜାତୀୟ ଡୋପିଂ...
More Sportsଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମକୁ ଭାଙ୍ଗି ନୂତନ ୧୦୨ ଏକର ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ ସିଟି ନିର୍ମାଣ ପାଇଁ ଘୋଷଣାOdisha Sports BureauNovember 10, 2025 by Odisha Sports BureauNovember 10, 2025032 କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ (MYAS) ସୂତ୍ର ଅନୁଯାୟୀ, ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ (JLN) ରେ ଏକ ନୂତନ କ୍ରୀଡା ସହର ବିକଶିତ ହେବାକୁ ଯାଉଛି, ଯେଉଁଥିରେ ଅଷ୍ଟ୍ରେଲିଆ ଏବଂ...
More Sportsମୀରାବାଇ ଚାନୁଙ୍କୁ ବଡ଼ ଝଟକାOdisha Sports BureauNovember 4, 2025 by Odisha Sports BureauNovember 4, 2025026 ଭାରତୀୟ ଅଲିମ୍ପିକ୍ସ ପଦକ ବିଜୟୀନୀ ତଥା ୱେଟ୍ ଲିଫ୍ଟର ମୀରାବାଇ ଚାନୁଙ୍କୁ ଲାଗିଛି ବଡ଼ ଝଟକା । ଆଗାମୀ ଅଲିମ୍ପିକ୍ସରେ ପଦକ ଜିତିବାକୁ ଆଶା ରଖିଥିବା ଚାନୁଙ୍କୁ, ତାଙ୍କର ଓଜନ ପାଇଁ ଏବେ ଏହି...
More Sportsତୃତୀୟ ଏସୀୟ ଯୁବ କ୍ରୀଡା ୨୦୨୫ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନOdisha Sports BureauNovember 3, 2025 by Odisha Sports BureauNovember 3, 2025026 ଭୁବନେଶ୍ୱର: ତୃତୀୟ ଏସୀୟ ଯୁବ କ୍ରୀଡା ୨୦୨୫ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶର ଯୁବ କ୍ରୀଡାବିତମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଏକ ଟ୍ୱିଟ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମାଝୀ...
More Sportsଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ୨୮ ତମ ଏସିୟ ଟେବୁଲ ଟେନିସ ଟିମ ଚାମ୍ପିଆନସିପ ୨୦୨୫Odisha Sports BureauOctober 10, 2025 by Odisha Sports BureauOctober 10, 2025036 ଭୁବନେଶ୍ୱର:- ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ୨୮ ତମ ଏସିୟ ଟେବୁଲ ଟେନିସ ଟିମ ଚାମ୍ପିଆନସିପ ୨୦୨୫ । ଅକ୍ଟୋବର ୧୧ ରୁ ୧୫ ତାରିଖ ମଧ୍ୟରେ ହେବ ଏହି ଚାମ୍ପିଆନସିପ ଟ୍ରଫି...
More Sportsବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତା ଶୁଭାରମ୍ଭOdisha Sports BureauNovember 30, 2023 by Odisha Sports BureauNovember 30, 20230125 ଭୁବନେଶ୍ୱର : ଓଡ଼ିଶାର ଯୁବପିଢ଼ି ମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ଵାରା ନିଆଯାଇଥିବା “ନୂଆ -ଓ” କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତାର...
More Sports୨୬ ତମ ଥର ପାଇଁ ବିଶ୍ୱ ବିଲିୟର୍ଡ ଚାମ୍ପିଅନସିପ୍ ଟାଇଟଲ୍ ଜିତିଛନ୍ତି ଭାରତର ପଙ୍କଜ ଆଡଭାନୀOdisha Sports BureauNovember 21, 2023 by Odisha Sports BureauNovember 21, 20230161 ମୁମ୍ବାଇ: ଭାରତର ଷ୍ଟାର କ୍ୟୁ ଖେଳାଳି ପଙ୍କଜ ଆଡଭାନୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର ଆଇବିଏସଏଫ ୱାର୍ଲ୍ଡ ବିଲିୟର୍ଡ ଚାମ୍ପିଅନସିପର ଫାଇନାଲରେ ସେ ସୌରଭ କୋଥାରୀଙ୍କୁ ପରାସ୍ତ କରିଛନ୍ତି। ଏହା ସହ ପଙ୍କଜ ୨୬...
More Sportsଜାତୀୟ କ୍ରୀଡ଼ାରେ ପଦକ ବିଜେତାଙ୍କୁ ନଗଦ ପ୍ରୋତ୍ସାହନ ; ଓଡ଼ିଶା ଦଳରେ ୩୧ଟି ବିଭାଗରେ ୩୦୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିବେOdisha Sports BureauOctober 21, 2023 by Odisha Sports BureauOctober 21, 20230147 ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆସନ୍ତା ଅକ୍ଟୋବର ୨୬ତାରିଖରୁ ଗୋଆରେ ଆରମ୍ଭ ହେବାକୁ ଥିବା ଜାତୀୟ କ୍ରୀଡ଼ାର ୩୭ତମ ସଂସ୍କରଣର ପଦକ ବିଜେତାଙ୍କୁ ନଗଦ...
More Sportsଏସିଆନ ପାରା ଗେମ୍ସ : ୭ ଓଡ଼ିଆ ଖେଳାଳିଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀOdisha Sports BureauOctober 20, 2023 by Odisha Sports BureauOctober 20, 20230172 ଭୁବନେଶ୍ୱର : ଏସିଆନ ପାରା ଗେମ୍ସରେ ଭାଗ ନେଇଥିବା ଓଡ଼ିଶାର ଆଥଲେଟ୍ସଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୭ ଜଣ ଓଡ଼ିଆ ଆଥଲେଟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ...