More Sportsଭାରତକୁ ଆଉ ଦୁଇ ପଦକ ମୋଟ ପଦକ ସଂଖ୍ୟା ୫୮Odisha Sports BureauOctober 2, 2023 by Odisha Sports BureauOctober 2, 2023092 ୧୯ ତମ ଏସିଆନ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟଟରେ ମହିଳା ଷ୍ଟିପଲଚେଜରେ ଭାରତକୁ ଆଉ ୨ ପଦକ । ୩ ହଜାର ମିଟର ଷ୍ଟିପଲଚେଜରେ ଭାରତକୁ ମିଳିଲା ଗୋଟିଏ ରୌପ୍ୟ ପଦକ ଆଉ ଗୋଟିଏ ବ୍ରେଞ୍ଜ...
More Sportsଇତିହାସ ରଚିଲା ଭାରତ; ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲOdisha Sports BureauSeptember 30, 2023 by Odisha Sports BureauSeptember 30, 2023085 ମୁମ୍ବାଇ: ଏସିଆନ୍ ଗେମ୍ସ ୨୦୨୩ ରେ, ଭାରତର ସ୍କ୍ୱାସ୍ ଦଳ ଇତିହାସ ସୃଷ୍ଟି କରି ଦଳ ଇଭେଣ୍ଟର ଅନ୍ତିମ ମ୍ୟାଚ୍ ରେ ପାକିସ୍ତାନକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି । ୨୦୧୪ ଏସିଆନ୍...
More Sportsଅଶ୍ୱ ଚାଳନାରେ ବ୍ରୋଞ୍ଜ ପଦକ ହାସଲ କଲା ଭାରତ; ଅନୁଷ୍ ଅଗରୱାଲ ବ୍ୟକ୍ତିଗତ ପ୍ରତିଯୋଗିତାରେ ଜିତିଲେ ପଦକOdisha Sports BureauSeptember 28, 2023 by Odisha Sports BureauSeptember 28, 2023085 ମୁମ୍ବାଇ: ଚାଇନାର ହାଙ୍ଗଝୌରେ ଚାଲିଥିବା ୧୯ଗ୍ଧଷ ନବିଂଶ ଏସୀୟ ଗେମ୍ସରେ ଏପର୍ୟ୍ୟନ୍ତ ପଞ୍ଚମ ଦିନ ଭାରତ ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ଅଶ୍ୱ ଚାଳନା ଡ୍ରେସେଜ୍ (ବ୍ୟକ୍ତିଗତ) ପ୍ରତିଯୋଗିତାରେ ଭାରତର ଅନୁଷ୍...
More Sportsଅଶ୍ୱଚାଳନାରେ ଭାରତକୁୁ ସ୍ୱର୍ଣ୍ଣ , ଭାରତର ୩ୟ ସ୍ୱର୍ଣ୍ଣOdisha Sports BureauSeptember 26, 2023 by Odisha Sports BureauSeptember 26, 2023073 ଏସୀୟ କ୍ରୀଡାର ତୃତୀୟ ଦିନରେ ଭାରତକୁ ଏକ ସ୍ୱର୍ଣ୍ଣ ମିଳିଛି । ଅଶ୍ୱଚାଳନାରେ ଭାରତକୁ ସ୍ୱର୍ଣ୍ଣ ମିଳିଛି । ଭାରତୀୟ ଅଶ୍ୱଚାଳନା ଟିମ୍ ୪୧ ବର୍ଷ ପରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛି ।...
More Sportsଭାରତୀୟ ଖେଳାଳିଙ୍କୁ ଚୀନ ଦେଲାନି ଅନୁମତି, ଅନୁରାଗ ଠାକୁର ବାତିଲ କରିଲେ ଗସ୍ତOdisha Sports BureauSeptember 22, 2023 by Odisha Sports BureauSeptember 22, 2023074 ନୂଆଦିଲ୍ଲୀ : ଚୀନିର ପୁଣି ଦାଦାଗିରି ଆରମ୍ଭ କରିଦେଇଛି । ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କୁ ଚୀନ ପ୍ରବେଶ କରିବାକୁ ଅନୁମତି ଦେଇନାହିଁ । ଚୀନରେ ହେବାକୁ ଯାଉଥିବା ଏସିଆନ ଗେମ୍ସରେ ସାମିଲ ହେବାକୁ...
More Sportsଏସୀୟ କ୍ରୀଡ଼ା ଉଦ୍ଘାଟନୀ ସମାରୋହ ରେ ଧ୍ବଜା ବାହକ ହରମନପ୍ରୀତ ସିଂହ, ଲଭଲିନାOdisha Sports BureauSeptember 21, 2023 by Odisha Sports BureauSeptember 21, 20230134 ନୂଆଦିଲ୍ଲୀ: ସୀୟ କ୍ରୀଡା ଉଦଘାଟନୀ ସମାରୋହ ରେ ଧ୍ୱଜା ବାହକ ହେବେ ହରମନପ୍ରୀ ସିଂହ । ଆସନ୍ତା ୨୩ ତାରିଖ ଠାରୁ ଚିନର ହ୍ୟାଙ୍ଗଝାଓରେ ଆରମ୍ଭ ହେବାକୁ ଥିବା ଏସୀୟ କ୍ରୀଡା ପ୍ରତିଯୋଗିତାର ଉଦଘାଟନୀ...
More Sportsଏସିଆନ ଗେମ୍ସ ୧୩ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀOdisha Sports BureauSeptember 13, 2023September 13, 2023 by Odisha Sports BureauSeptember 13, 2023September 13, 2023092 ଭୁବନେଶ୍ୱର: ଏସିଆ ଗେମ୍ସ ପାଇଁ ଚୟନ ହୋଇଥିବା ଓଡ଼ିଆ ଖେଳାଳିଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୩ଜଣ ଖେଳାଳିଙ୍କୁ ୧୦ ଲକ୍ଷ ଖୋଏ ଆର୍ଥିକ ସହୟତା ରାଶି ଘୋଷଣା...
More Sportsଅଲମ୍ପିକ୍ ଆସୋସିଏସନ୍ ବିଶାଖାପାଟଣା ତରଫରୁ ବିଷମ କଟକ ଝିଅ ବି.ଭିନିଲାଙ୍କୁ ସମ୍ବର୍ଦ୍ଧନାOdisha Sports BureauAugust 30, 2023 by Odisha Sports BureauAugust 30, 20230114 ବିଷମ କଟକ/ରବିନ୍ଦ୍ର କୁମାର ସାହୁ:ରାୟଗଡ଼ା ଜିଲ୍ଲା ବିଷମକଟକର ଝିଅ ବି.ଭିନିଲା ଙ୍କୁ ଚଳିତ ମାସ ୨୯ ତାରିଖ ଦିନ ବିଶାଖାପାଟଣା ୟୁନିଭରସିଟି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଲମ୍ପିକ୍ ଆସୋସିଏସନ୍ ବିଶାଖାପାଟଣା ତରଫରୁ ମାନପତ୍ର ଓ...
More Sportsଅଲିମ୍ପିକ୍ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ ହେଲେ ଜ୍ୟୋତିOdisha Sports BureauAugust 5, 2023 by Odisha Sports BureauAugust 5, 2023080 ଚେଙ୍ଗଡୁ: ଭାରତ ପାଇ କାଂସ୍ୟ ଆଣିଲେ ଜ୍ୟୋତି ଓ ଆମ୍ଳାନ | ଚେଙ୍ଗୁଡୁରେ ଚାଲିଥିବା ବିଶ୍ବବିଶ୍ବବିଦ୍ୟାଳୟ କ୍ରୀଡ଼ାର ମହିଳା ୧୦୦ ମିଟର ବାଧାଦୌଡ଼ରେ ଭାରତୀୟ ଧାବିକା ଜ୍ୟୋତି ୟାରାଜି ୧୨.୭୮ ସେକେଣ୍ଡ ସମୟ ନେଇ...
More Sportsବିଶ୍ୱ ଦୌଡକୁଦ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ଓଡିଆ ପୁଅOdisha Sports BureauAugust 4, 2023 by Odisha Sports BureauAugust 4, 20230100 ନୂଆଦିଲ୍ଲୀ: ଚଳିତ ମାସ ୧୯ ତାରିଖରେ ହେବାକୁ ଥିବା ବିଶ୍ୱ ଦୌଡକୁଦ ପ୍ରତିଯୋଗିତାରେ ଓଡିଆ ପୁଅ କିଶୋର କୁମାର ଭାରତକୁ ପ୍ରତିନିଧିତ୍ୱ କରିବେ ।ହଙ୍ଗେରି ରାଜଧାନୀ ବୁଦାପେଷ୍ଟରେ ୨୭ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି...