Tennisଚାର୍ଲସଟନ ଓପନ: କ୍ୱାଟର ଫାଇନାଲରେ ଭୋଜନିକି ଏବଂ ମାରିଆ ଲଢେଇOdisha Sports BureauApril 6, 2019 by Odisha Sports BureauApril 6, 201901226 (ଓଡିଶା ସ୍ପୋର୍ଟ): ବିଶ୍ୱର ୫୦ତମ ନମ୍ବରରେ ଥିବା ଖେଳାଳୀ ଗ୍ରୀସ୍ ର ମାରିଆ ସକ୍କାରୀ ଗତ ଚମ୍ପିଆନ କିକି ବଣ୍ଟେସ୍ଙ୍କୁ ସିକାର ବନାଇ ଚାର୍ସ୍ଲଟନ ଓପନ ଟେନିସ୍ ଟୁର୍ଣ୍ଣାମେଣ୍ଟର କ୍ୱାଟର ପାଇନାଲରେ ପ୍ରବେଶ କରିଛନ୍ତି...
Tennisମାଲେସିଆ ଓପନ୍,ସୁଙ୍ଗ୍ ଜିହ୍ୟୁନଙ୍କ ଠାରୁ ପରାସ୍ତ ହେଲେ ସିନ୍ଧୁOdisha Sports BureauApril 4, 2019 by Odisha Sports BureauApril 4, 20190655 (ଓଡ଼ିଶାସ୍ପୋର୍ଟ) : ଆଜି ମାଲେସିଆ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରୁ ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ଷ୍ଟାର୍ ଭାରତୀୟ ଶଟ୍ଲର ପି.ଭି. ସିନ୍ଧୁ ଚାଲିଥିବା ୭ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ମାଲେସିଆ...
Tennisମିଆମି ଓପନ: ଫେଡରର ସେମିଫାଇନାଲରେ ମାରିଲେ ବାଜିOdisha Sports BureauMarch 30, 2019 by Odisha Sports BureauMarch 30, 201901222 (ଓଡିଶା ସ୍ପୋର୍ଟ): ଟେନିସ୍ ତାରକା ରୋଜର ଫେଡରର ନିଜର ଚତୁର୍ଥ ଏଟିପି ଟ୍ରଫି ଠାରୁ ଆଉମାତ୍ର ଗୋଟିଏ ପାଦ ଦୁରରେ ରହିଛନ୍ତି । ଫେଡରର ଶନିବାର ଦିନ ମିଆମି ଓପନ ୨୦୧୯ର ସେମିଫାଇନାଲରେ ୧୯...
Tennisମିଆମ ଓପନ୍: ଫେଡରର କ୍ୱାଟର ଫାଇନାଲରେ ପ୍ରବେଶOdisha Sports BureauMarch 28, 2019 by Odisha Sports BureauMarch 28, 201901299 (ଓଡିଶାସ୍ପୋର୍ଟ): ବିଶ୍ୱର ପ୍ରଶିଦ୍ଧ ଟେନିସ୍ ତାରକା ରୋଜର ଫେଡରର ନିଜର ଚତୁର୍ଥ ଡବ୍ଲୁଟିଏ ମିଆମି ଓପନ ଜିତିବାରେ ଆଉ ଗୋଟିଏ ପାଦ ଆଗକୁ ବଢିଛନ୍ତି । ଫେଡରର ବୁଧବାର ଦିନ ଚାଲିଥିବା ମୁକାବିଲାରେ ରଶିଆର...
Tennisମିଆମି ଓପନ୍ ର ଚତୁର୍ଥ ରାଉଣ୍ଡରେ ଫେଡରରOdisha Sports BureauMarch 26, 2019 by Odisha Sports BureauMarch 26, 201901357 (ଓଡିଶା ସ୍ପୋର୍ଟ): ତିନି ତିନି ଥର ଚମ୍ପିଆନ୍ ହୋଇଥିବା ରୋଜର ଫେଡରର ମିୟାମି ଓପନ୍ ୨୦୧୯ର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିସାରିଛନ୍ତି । ଫେଡରର ବିଶ୍ୱର ୧୦୩ ଡିଫେଟେଡ୍ ଚମ୍ପିଆନ୍ ଫିଲିପ୍ କ୍ରାଞୋଭିକ୍ ଙ୍କୁ...
Tennisମିଆମୀ ମାଷ୍ଟର୍ସ: ପ୍ରଜନେଶ୍ କ୍ୱାଲିଫାୟାରର ଅନ୍ତିମ ପର୍ଯ୍ୟାୟରେ, ରାଜକୁମାରଙ୍କ ପରାଜୟOdisha Sports BureauMarch 20, 2019 by Odisha Sports BureauMarch 20, 201901397 (ଓଡିଶା ସ୍ପୋର୍ଟ): ପ୍ରଜନେଶ୍ ଗୁନେଶ୍ୱରନ ମିୟାମୀ ମାଷ୍ଟରର୍ସର କ୍ୱାଲିଫାୟାରର ଅନ୍ତିମ ପର୍ଯ୍ୟାୟରେ ପହଞ୍ôଚ ସାରିଛନ୍ତି । ରାଜକୁମାର ରାମନାଥନ ପ୍ରଥମ ପର୍ଯ୍ୟାୟରେ ପରାସ୍ତ ହୋଇ ଖେଳରୁ ବାହାର ହୋଇଥିଲେ । ଇଣ୍ଡିଅ।।ନ୍ ୱେଲ୍ସର ତୃତୀୟ...
Tennis୮୪ତମ ସ୍ଥାନରେ ଟେନିସ୍ ତାରକା ପ୍ରଜନେଶ ଗୁଣେଶ୍ୱରନ୍Odisha Sports BureauMarch 19, 2019 by Odisha Sports BureauMarch 19, 20190613 (ଓଡିଶା ସ୍ପୋର୍ଟ଼):୮୪ତମ ସ୍ଥାନରେ ପହଞ୍ଚିଛନ୍ତି ଭାରତୀୟ ଟେନିସ୍ ତାରକା ପ୍ରଜନେଶ ଗୁଣେଶ୍ୱରନ୍ । ତେବେ ଦେଶର ଅନ୍ୟତମ ତାରକା ୟୁକି ଭାମ୍ବ୍ରି ଶୀର୍ଷ-୨୦୦ରୁ ବାଦ୍ ପଡ଼ିଛନ୍ତି। ଗୁଣେଶ୍ୱରନ୍ ବିଶ୍ୱର ୧୮ ନମ୍ବର ଖେଳାଳି...
Tennisଇଣ୍ଡିଆନ୍ ୱେଲ୍ସ: ମାଷ୍ଟର୍ସ-୧୦୦୦ ଟାଇଟଲ୍ ଜିତିଲେ ଥିଏମ୍Odisha Sports BureauMarch 18, 2019March 18, 2019 by Odisha Sports BureauMarch 18, 2019March 18, 20190841 (ଓଡ଼ିଶା ସ୍ପୋର୍ଟ):ସ୍ୱିଜରଲ୍ୟାଣ୍ଡ ତାରକା ରୋଜର ଫେଡେରରଙ୍କୁ ହରାଇ ପ୍ରଥମ ଏଟିପି ମାଷ୍ଟର୍ସ-୧୦୦୦ ଟାଇଟଲ୍ ଜିତିଛନ୍ତି ଅଷ୍ଟ୍ରିଆର ଡୋମିନିକ୍ ଥିଏମ୍ । ଅନ୍ୟପକ୍ଷରେ ଫେଡେରରଙ୍କ ରେକର୍ଡ ଷଷ୍ଠ ଇଣ୍ଡିଆନ୍ ୱେଲ୍ସ ଟାଇଟଲ୍ ଜିତିବାର ଆଶା ଧୂଳିସାତ୍...
Tennisଟେଙ୍ଗଲଙ୍କୁ ହରାଇ ଇଣ୍ଡିଆନ୍ ୱେଲସ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ପର୍ଯ୍ୟାୟରେ ପ୍ରବେଶ କଲେ ଜୋକୋଭିକ୍Odisha Sports BureauMarch 11, 2019 by Odisha Sports BureauMarch 11, 20190755 (ଓଡିଶା ସ୍ପୋର୍ଟ): ନୋଭାକ ଜୋକୋଭିକ୍ ଆମେରିକାର କ୍ୱାଲିଫାୟାର ବ୍ୟୈର୍ନ ଫ୍ରେଟେନଗେଲୋଙ୍କୁ ସିଧା ସେଟରେ ହରାଇ ଶନିବାର ଦିନ ଏଟିପି ଇଣ୍ଡିଆନ୍ େଓଲସ୍ ମାଷ୍ଟର୍ସ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ର ତୃତୀୟ ପର୍ଯ୍ୟାୟରେ ନିଜର ଜାଗା ସୁରକ୍ଷିତ...
Tennisଫାଇନାଲରେ ନାଦାଲOdisha Sports BureauJanuary 25, 2019 by Odisha Sports BureauJanuary 25, 20190965 (ଓଡିଶା ସ୍ପୋର୍ଟ): ପୁରୁଷ ଏକକରେ ଦ୍ବିତୀୟ ମାନ୍ୟତା ସ୍ପେନ୍ ତାରକା ରାଫେଲ୍ ନାଦାଲ ଚତୁର୍ଥ ଥର ଲାଗି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗୁରୁବାର ପ୍ରଥମ ସେମିଫାଇନାଲ୍ ୨୦୦୯ ବିଜେତା ନାଦାଲ ସିଧାସଳଖ ୬-୨, ୬-୪,...