Uncategorizedସାମ୍ବାଦିକ ସମ୍ମିଳନୀରେ ବଡ ବୟାନ ରଖିଲେ କେ ଏଲ୍ ରାହୁଲOdisha Sports BureauFebruary 7, 2023 by Odisha Sports BureauFebruary 7, 20230141 ଅଷ୍ଟ୍ରେଲିଆ : ଆସନ୍ତା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୪ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରର ଭିସିଏ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ...
Uncategorizedବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତOdisha Sports BureauJanuary 15, 2023 by Odisha Sports BureauJanuary 15, 20230174 ଗଞ୍ଜାମ/ ରଜନୀକାନ୍ତ ପାତ୍ର : ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା କ୍ଷ ଏହି ଟୁର୍ନାମେଣ୍ଟରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଗଣମାଧ୍ୟମ ପ୍ରତିନିଧି...
Uncategorizedନବୀନ ନିବସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଉରକେଲା ଓ କଟକର ଶତାଧିକ ହକିପ୍ରେମୀOdisha Sports BureauJanuary 10, 2023 by Odisha Sports BureauJanuary 10, 20230119 ଭୁବନେଶ୍ବର : ସାରା ରାଜ୍ୟରେ ଏବେ ହକିର ମାହୋଲ । ପୁରପଲ୍ଲୀ, ସହର ବଜାର ସବୁଆଡେ ଏବେ ହକିକୁ ନେଇ ଚର୍ଚ୍ଚା। କଟକରୁ ସୁନ୍ଦରଗଡ, ସବୁଆଡେ ଉତ୍ସବ ଚାଲିଛି। ଏଥର ପ୍ରଥମ ଥର ପାଇଁ...
Uncategorizedବିଶ୍ୱକପ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କଲା ପୋଲିସOdisha Sports BureauJanuary 4, 2023 by Odisha Sports BureauJanuary 4, 20230170 ବିଶ୍ୱକପ : ବିଶ୍ୱକପକୁ ନେଇ ରାଜଧାନୀ ପୋଲିସ ସଜାଗ ରହିଛି । ଯେମିତି କୌଣସି କ୍ଷେତ୍ରରେ ବାଧା ବିଘ୍ନ ନହେଉ ସେନେଇ ପ୍ରସ୍ତୁତ ରହିଛି ପୋଲିସ । ହକି ବିଶ୍ୱକପ ପାଇଁ ହେଲ୍ପ ଲାଇନ...
Uncategorizedଭାରତ ୨୦୩୬ ମସିହା ଅଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ ପାଇଁ ଆବେଦନ କରିବOdisha Sports BureauDecember 28, 2022 by Odisha Sports BureauDecember 28, 20220179 ନୂଆଦିଲ୍ଲୀ : ଭାରତ ୨୦୩୬ ମସିହା ଅଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ ପାଇଁ ଆବେଦନ କରିବ । ଏହି ସଂମ୍ପର୍କରେ ଆଇ.ଓ.ସି ପାଖରେ ଆବେଦନ କରାଯିବ । ଆଇଓସିର ବୈଠକ ୨୦୨୩ ସେପ୍ଟେମ୍ବର ମାସରେ ହେବ...
Uncategorizedଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ହକି ଦଳOdisha Sports BureauDecember 27, 2022 by Odisha Sports BureauDecember 27, 20220155 ଭୁବନେଶ୍ୱର : ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ହକି ଦଳ । ଖେଳାଳି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ପରେ ଭାରତୀୟ ଦଳଙ୍କୁ ସ୍ୱାଗତ କରିଥିଲେ । ହର୍ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ...
Uncategorizedହକି ବିଶ୍ୱକପ୍ ପାଇଁ ଓଡ଼ିଶାରେ ପହଞ୍ଚିଲା ଭାରତୀୟ ଦଳOdisha Sports BureauDecember 27, 2022December 27, 2022 by Odisha Sports BureauDecember 27, 2022December 27, 20220163 ଭୁବନେଶ୍ବର : ହକି ବିଶ୍ୱକପ୍ ପାଇଁ ଓଡ଼ିଶାରେ ପହଞ୍ଚିଲା ଭାରତୀୟ ଦଳ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ହକି ଟିମକୁ ଭବ୍ୟ ସ୍ବାଗତ କରାଯାଇଛି । ଅଧିନାୟକ ହରମିନପ୍ରୀତ ସିଂହଙ୍କ...
Uncategorizedହକି ଇଣ୍ଡିଆ ବିଶ୍ୱକପ ପାଇଁ ୧୮ ଜଣିଆ ଟିମ୍ ଘୋଷଣାOdisha Sports BureauDecember 23, 2022December 23, 2022 by Odisha Sports BureauDecember 23, 2022December 23, 20220166 ନୂଆଦିଲ୍ଲୀ : ୧୮ ଜଣିଆ ଦଳ ଘୋଷଣା କଲା ଭାରତ । ଏଫଆଇଏଚ୍ ଓଡିଶା ହକି ପୁରୁଷ ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲାରେ ଭାରତର ପ୍ରତିନିଧିତ୍ୱ କରିବ ବୋଲି ଘୋଷଣା ଶେଷ ହୋଇଛି । ଏହି...
Uncategorizedବ୍ଲକସ୍ତରୀୟ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତOdisha Sports BureauDecember 22, 2022 by Odisha Sports BureauDecember 22, 20220280 ଜଗତସିଂହପୁର : ଏରସମା ବ୍ଲକର ସମସ୍ତ ୨୫ଟି ପଞ୍ଚାୟତରେ ଥିବା ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବ୍ଲକସ୍ତରୀୟ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଭଲିବଲ,ଖୋଖୋ ଓ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପ୍ରଥମ ପର୍ୟ୍ୟାୟରେ...
Uncategorizedଅର୍ଦ୍ଧ ଶତକ ହାସଲ କରି ସ୍ଥିତି ସୁଦୃଢ଼ ରଖିଛନ୍ତି ଶାନ୍ତୋ ଓ ହସନ୍Odisha Sports BureauDecember 17, 2022December 17, 2022 by Odisha Sports BureauDecember 17, 2022December 17, 20220147 ନୂଆଦିଲ୍ଲୀ: ବାଂଲାଦେଶର ‘ଜହୁର୍ ଅହମଦ୍ ଚୌଧୁରୀ ଷ୍ଟାଡିୟମ୍’ରେ ଭାରତ ଓ ବାଂଲାଦେଶଙ୍କ ଭିତରେ ହେଉଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍ର ୪ର୍ଥ ଦିବସରେ ବାଂଲାଦେଶୀ ଓପେନର୍ ବ୍ୟାଟସମ୍ୟାନ ନଜମୁଲ୍ ହୋସେନ୍ ଶାନ୍ତୋ ଓ ଜାକିର୍ ହସନ୍...