Cricket Uncategorized୪ ଦୁଷ୍କର୍ମ ମାମଲାରୁ ଗୁଣତିଳକାଙ୍କୁ ୩ଟିରେ ଆଶ୍ୱସ୍ତିOdisha Sports BureauMay 19, 2023 by Odisha Sports BureauMay 19, 20230128 କଲମ୍ବୋ: ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କ ଗୁଣତିଳକାଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ମାମଲାରେ ତାଙ୍କୁ ଆଶ୍ବସ୍ତି ମିଳିଛି। ତାଙ୍କ ଉପରେ ଲାଗିଥିବା ୪ଟି ଦୁଷ୍କର୍ମ ମାମଲାରୁ ୩ଟିରେ ଆଶ୍ୱସ୍ତି ମିଳିଛି । ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍...
Uncategorizedଫେଡେରେସନ୍ କପ୍ ଦୌଡ଼କୁଦରେ ଶ୍ରାବଣୀ ଓ ଅମିୟଙ୍କୁ ସ୍ବର୍ଣ୍ଣOdisha Sports BureauMay 17, 2023 by Odisha Sports BureauMay 17, 20230127 ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ରାଞ୍ଚିରେ ଚାଲିଥିବା ଫେଡେରେସନ୍ କପ୍ ଦୌଡ଼କୁଦର ଦ୍ବିତୀୟ ଦିନରେ ଓଡ଼ିଶାକୁ ୨ ସ୍ବର୍ଣ୍ଣ ସହ ୪ ପଦକ ମିଳିଛି। ୧୦୦ ମିଟରରେ ଶ୍ରାବଣୀ ନନ୍ଦ ଓ ଅମିୟ ମଲ୍ଲିକ ସ୍ବର୍ଣ୍ଣ...
Uncategorizedସୁଟିଂ ବିଶ୍ୱକପ୍ରେ ଭାରତକୁ ସ୍ୱର୍ଣ୍ଣOdisha Sports BureauMay 12, 2023 by Odisha Sports BureauMay 12, 20230124 ବକୁ: ସୁଟିଂରେ ବିଶ୍ୱକପ୍ରେ ଭାରତକୁ ସ୍ୱର୍ଣ୍ଣ । ଭାରତୀୟ ଯୋଡ଼ି ଦିବ୍ୟା ସୁବାରାଜୁ ଥାଡ଼ିଗୋଲ ଓ ସରବଜୋତ ସିଂହ ଆଜରବୈଜାନର ବକୁରେ ଚାଲିଥିବା ଆଇଏସ୍ଏସ୍ଏଫ୍ ସୁଟିଂ ବିଶ୍ବକପ୍ରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ...
Uncategorizedପଦକ ଜିତିଲେ ଫେସବୁକ ପ୍ରତିଷ୍ଠାତାOdisha Sports BureauMay 8, 2023 by Odisha Sports BureauMay 8, 20230126 ମେଟା(ଫେସବୁକ),ହ୍ୱାଟ୍ସଆପ, ଇଣ୍ଟାଗ୍ରାମର ମାର୍କ ଜୁକରବର୍ଗ ସଫଳିତ ଫ୍ଲାଟଫର୍ମ ରହିଛି । ମାର୍କ ଜୁକରବର୍ଗ ସବୁବେଳେ ନିଜକୁ ଭିନ୍ନ ଭିନ୍ନ କାର୍ଯ୍ୟରେ ନିଜକୁ ଜଡିତ ରଖନ୍ତି । ମାର୍କ ଜୁକରବର୍ଗ ନିକଟ ଇଣ୍ଟାଗ୍ରାମରେ ଏକ ଭିଡିଓ...
Mrathon Uncategorizedସ୍ୱର୍ଣ୍ଣ ଜିତିଥିବା ଅଲମ୍ପିକ୍ସ ଧାବିକାଙ୍କ ପରଲୋକOdisha Sports BureauMay 5, 2023 by Odisha Sports BureauMay 5, 20230131 ଅଲିମ୍ପିକ୍ସ ମେଡାଲିଷ୍ଟ ରହିଥିବା ଆମେରିକାର ସ୍ପ୍ରିଣ୍ଟର ଓ ଲଙ୍ଗ ଜମ୍ପ ଖେଳାଳି ଟୋରି ବୋଇଙ୍କ ମାତ୍ର ୩୨ବର୍ଷରେ ପରଲୋକ ହୋଇଛି। ଟୋରିଙ୍କ ଏଭଳି ଆକସ୍ମିକ ମୃତ୍ୟୁ ଖେଳ ଦୁନିଆକୁ ସ୍ତବ୍ଧ କରି ଦେଇଥିବା ବେଳେ...
Uncategorizedକଳିଙ୍ଗ ଷ୍ଟାଡିୟମରେ ଅତ୍ୟାଧୁନିକ ଜିମ୍ନାଷ୍ଟିକ ସେଣ୍ଟରOdisha Sports BureauMay 2, 2023 by Odisha Sports BureauMay 2, 20230153 ଭୁବନେଶ୍ୱର:କଳିଙ୍ଗ ଷ୍ଟାଡିୟମରେ ଦେଶର ସର୍ବଣ୍ରେଷ୍ଠ ତଥା ଅତ୍ୟାଧୁନିକ ଜିମ୍ନାଷ୍ଟିକ ସେଣ୍ଟର ଖୋଲା ହେଇଛି । ଏହି ଇଣ୍ଡୋର ଜିମ୍ନାଷ୍ଟିକ ସେଣ୍ଟରଟି ଅତ୍ୟାଧୁନିକରୂପରେ ନିର୍ମାଣ ହୋଇଥିବା ବେଳେ ଏଥିରେ ବିଦେଶୀ ସରଞ୍ଜାମ ସବୁ ଲାଗିଛି। ଦର୍ଶକ...
Uncategorizedଆଇପିଏଲର ୪୩ତମ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜ୍ୟାଣ୍ଟସOdisha Sports BureauMay 1, 2023May 1, 2023 by Odisha Sports BureauMay 1, 2023May 1, 20230117 ଆଇପିଏଲ-୨୦୨୩ ଆଜି ୪୩ତମ ମ୍ୟାଚ ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ । ପ୍ରଥମ ଚରଣ ମ୍ୟାଚରେ ଲକ୍ଷ୍ନୌ ବିଜୟ...
Uncategorizedବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ଧୋନୀଙ୍କୁ ୱିକେଟ୍ କିପିଂ କରିବାକୁ କୁହାଯାଉOdisha Sports BureauApril 29, 2023 by Odisha Sports BureauApril 29, 20230150 ଆସନ୍ତା ଜୁନ୍ ୭ ତାରିଖରେ ଭାରତ-ଅଷ୍ଟ୍ରେଲିଆ ଭିତରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ । ଏହି ମ୍ୟାଚ୍ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଖେଳାଯିବ । ତେବେ ଏହି ମ୍ୟାଚ୍ ପାଇଁ ବିସିସିଆଇ...
Uncategorizedଆଜି ଗୁଜୁରାଟ ଟାଇଟନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସOdisha Sports BureauApril 25, 2023 by Odisha Sports BureauApril 25, 20230172 ବିଜୟ ଧାରାକୁ ଫେରିବା ଲକ୍ଷ୍ୟ ନେଇ ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଆଜି ଅହମଦାବାଦରେ ଘରୋଇ ଦଳ ଗୁଜରାଟ ଟାଇଟନ୍ସକୁ ଭେଟିବ। ବିଜେତା ଟାଇଟନ୍ସ ସଂପ୍ରତି ପଏଣ୍ଟ ଟେବୁଲର ଚତୁର୍ଥରେ ଥିଲା ବେଳେ...
Uncategorizedସୋହିନି ଓ ଆରାଧ୍ୟାଙ୍କୁ ସମ୍ବର୍ଦ୍ଧନା କଲା ଓଟିଏOdisha Sports BureauFebruary 17, 2023 by Odisha Sports BureauFebruary 17, 20230139 ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୨ ରେ ସ୍ଵର୍ଣ୍ଣ ପଦକ ବିଜେତା ସୋହିନୀ ଓ ଆରାଧ୍ୟା ଙ୍କୁ ଓଡ଼ିଶା ଟେନିସ୍ ସାଙ୍ଗ ତରଫରୁ ୨୫୦୦୦ ଲେଖାଏ ଅର୍ଥ ରାଶିରେ ସମ୍ବର୍ଦ୍ଧନା କରାଯାଇଛି। ସୋହିନୀ ଓ...