Wrestlingବ୍ୟକ୍ତିଗତ କୁସ୍ତି ବିଶ୍ୱକପରେ ଭାଗ ନେବେ ସାକ୍ସି ମଲିକଙ୍କ ସମେତ ୨୪ ଜଣ ଭାରତୀୟ କୁସ୍ତିଯୋଦ୍ଧାOdisha Sports BureauDecember 4, 2020 by Odisha Sports BureauDecember 4, 20200431 (ଓଡିଶା ସ୍ପୋର୍ଟସ୍): ବ୍ୟକ୍ତିଗତ କୁସ୍ତି ବିଶ୍ୱକପ ପାଇଁ ଭାରତ ମୋଟ ୨୪ ରେସଲର ଫିଲ୍ଡ କରିବାକୁ ନିଷ୍ପତ୍ତି ନେଇଛି । ଏଥିରେ ଅଲିମ୍ପିକ୍ ପଦକ ବିଜେତା ସାକ୍ସି ମଲିକ୍ ଏବଂ ବିଶ୍ୱ ଚାମ୍ପିଆନ୍ ରବି...
Wrestlingଖେଳ ରତ୍ନ ଜିତିଥିବା ଷ୍ଟାର ଭାରୋତ୍ତୋଳକ ମିରାବାଇ ଚାନୁଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନିତOdisha Sports BureauMay 28, 2020 by Odisha Sports BureauMay 28, 20200299 (ଓଡିଶା ସ୍ପୋର୍ଟସ): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ‘ଖେଲ ରତ୍ନା’ ପୁରସ୍କାର ପାଇଥିବା ଭାରତର ତାରକା ଭାରୋତ୍ତୋଳନକାରୀ ମିରାବାଇ ଚାନୁଙ୍କୁ ବର୍ତ୍ତମାନ ଅର୍ଜୁନ ପୁରସ୍କାର ପାଇଁ ପଠାଯାଇଛି । ଭାରତୀୟ ଭାରୋତ୍ତୋଳନ ଫେଡେରେସନ୍ ପୂର୍ବତନ...
Wrestlingପୁନିଆଙ୍କ ସହିତ ଅନ୍ୟ ୪ ଖେଳାଳି ଫାଇନାଲରେOdisha Sports BureauFebruary 22, 2020 by Odisha Sports BureauFebruary 22, 20200350 (ଓଡିଶା ସ୍ପୋର୍ଟସ): ଏସିଆ କୁସ୍ତି ଚମ୍ପିଆନଶିପ୍ର ପଞ୍ଚମ ଦିନରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ଦବଦବା ବଜାୟୀ ରହିଛି । ଭାରତ ତରଫରୁ ୫ଜଣଙ୍କ ମଧ୍ୟରୁ ୪ଜଣ କୁସ୍ତିଯୋଦ୍ଧା ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିନେଇଛନ୍ତି ।...
Wrestlingଏସିଆନ କୁସ୍ତି ଚାମ୍ପିୟନସିପ୍ରେ ଭାରତକୁ ସ୍ୱର୍ଣ୍ଣ ପଦକOdisha Sports BureauFebruary 22, 2020 by Odisha Sports BureauFebruary 22, 20200343 (ଓଡିଶା ସ୍ପୋର୍ଟ): ପୁଣି ଭାରତ ପାଇଁ ଗୌରବ । ଏସିଆନ କୁସ୍ତି ଚାମ୍ପିୟନସିପ୍ରେ ଭାରତକୁ ୩ଟି ପଦକ ମିଳିଛି । ଦିବ୍ୟା କାକରାନ, ସରିତା ମୋର ଏବଂ ପିଙ୍କ ଗତ ଗୁରୁବାର ଦିନ ନିଜ...
Wrestlingସ୍ୱର୍ଣ୍ଣ ଜିତିଲେ ଭିନେଶ ଫୋଗାଟOdisha Sports BureauJanuary 19, 2020 by Odisha Sports BureauJanuary 19, 20200656 (ଓଡ଼ିଶା ସ୍ପୋର୍ଟ): ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗାଟ ରୋମ ରାଙ୍କିଙ୍ଗ ସିରିଜ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୨୦୨୦ ବର୍ଷର ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି । ୫୩ କେଜି...
Wrestlingଫେବ୍ରୁଆରି ୧୮ରୁ ଏସୀୟ କୁସ୍ତି ପ୍ରତିଯୋଗିତାOdisha Sports BureauNovember 12, 2019November 12, 2019 by Odisha Sports BureauNovember 12, 2019November 12, 20190730 (ଓଡ଼ିଶା ସ୍ପୋର୍ଡ଼ସ ): ଆସନ୍ତା ବର୍ଷ ଫେବ୍ରୁଆରି ୧୮ରୁ ୨୩ ତାରିଖ ପର୍ୟ୍ୟନ୍ତ ଜବାହରଲାଲ୍ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଏସୀୟ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ। ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ପରେ ଇନ୍ଡୋର...
Wrestlingବାସନ୍ଦ ହେଲେ ରବି କୁମାରଙ୍କ ସହ ଅନ୍ୟ ୪ ଖେଳାଳିOdisha Sports BureauNovember 5, 2019 by Odisha Sports BureauNovember 5, 20190744 (ଓଡ଼ିଶା ସ୍ପୋର୍ଟସ ): ଡୋପ୍ ଟେଷ୍ଟରେ ଧରାପଡ଼ିଲେ ଓଡ଼ିଆ ଭାରୋତ୍ତୋଳକ ରବି କୁମାର। ଏନେଇ ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) ତାଙ୍କୁ ୪ବର୍ଷ ବାସନ୍ଦ କରିଛି। ରବି କୁମାରଙ୍କ ସହ ଅନ୍ୟ ୪ଜଣ ଖେଳାଳିଙ୍କୁ...
Wrestlingବିଶ୍ୱ କୁସ୍ତି ଚମ୍ପିଆନସିପ ଫାଇନାଲରୁ ବାହାରିଲେ ଦୀପକ ପୁନିଆOdisha Sports BureauSeptember 22, 2019 by Odisha Sports BureauSeptember 22, 20190914 (ଓଡିଶା ସ୍ପୋର୍ଟସ): ବିଶ୍ଵ କୁସ୍ତି ଚମ୍ପିଆନସିପରେ ଭାରତକୁ ଲାଗିଛି ଜୋରଦାର ଝଟକା। ସ୍ଵର୍ଣ୍ଣ ପଦକ ପାଇଁ ରବିବାର ଦିନ କଜାକିସ୍ତାନର ନୁର ସୁଲତାନରେ ଚାଲିଥିବା ବିଶ୍ଵ କୁସ୍ତି ଚମ୍ପିଆନସିପରେ ମଇଦାନକୁ ଓହ୍ଲାଇବାବାକୁ ଥିବା ଦୀପକ...
Wrestlingମଲ୍ଲ ଯୋଦ୍ଧା ରିତୁ ଫୋଗତ ଟପ୍ ରୁ ବାହାରOdisha Sports BureauMarch 20, 2019 by Odisha Sports BureauMarch 20, 20190525 (ଓଡିଶା ସ୍ପୋର୍ଟ): ଫୋଗତ ଭଉଣୀମାନଙ୍କ ମଧ୍ୟରେ ସମସ୍ତଙ୍କଠାରୁ ଛୋଟ ମଲ୍ଲ ଯୋଦ୍ଧା ରିତୁ ଫୋଗତଙ୍କୁ ଟାରଗେଟ୍ ଅଲମ୍ପିକ୍ ପୋଡିୟମ୍ (ଟପ୍)ରୁ ବାହାର କରିଦିଆଯାଇଛି । ରିତୁ କିଛିଦିନ ପୂର୍ବରୁ ମିକ୍ସଡ୍ ମାର୍ଶାଲ ଆର୍ଟ(ଏମଏମଏ) ରେ...
Wrestlingକଟକ ଇଣ୍ତୋର ଷ୍ଟାଡିମୟରେ ଜାତୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତାOdisha Sports BureauFebruary 19, 2019 by Odisha Sports BureauFebruary 19, 201901363 (ଓଡିଶା ସ୍ପୋର୍ଟ): ସୋମବାରଠୁ ଜାତୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତା କଟକ ଜବାହରଲାଲ ନେହେରୁ ଇଣ୍ତୋର ଷ୍ଟାଡିମୟରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆୟୋଜିତ ବାଳକ ଗ୍ରିକୋ ରୋମାନ ଷ୍ଟାଇଲ୍ରେ ହରିୟାଣା ଦଳଗତ ବିଜେତା ହୋଇଛି।...