Cricket

ନ୍ୟୁଜିଲାଣ୍ଡ କ୍ରିକେଟର ମିଚେଲ ସାଣ୍ଟନଙ୍କୁ କରୋନା

କରୋନାରେ ଆକ୍ରାନ୍ତ ହୋଇଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟର ମିଚେଲ ସାଣ୍ଟନ । ଏନେଇ ସେ ପାକିସ୍ତାନ ବିପକ୍ଷରେ ଖେଳା ଯାଇଥିବା ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ରେ ସେ ଖେଳିପାରିନାହାନ୍ତି । ତଥାପି ଘରୋଇ ଦଳ ନ୍ୟୁଜିଲାଣ୍ଡ ବିଜୟ ହୋଇଛି । ଗତକାଲି ସକୁଳୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ଜଣାଇ ଦେଇଥିଲା ଯେ କୋଭିଡ୍-୧୯ରେ ସଂକ୍ରମିତ ହୋଇଥିବାରୁ ମିଚେଲ ସାଣ୍ଟନର ଅକ୍ଲାଣ୍ଡ ଯିବେନାହିଁ। ବର୍ତ୍ତମାନ ସାଣ୍ଟ୍ନର ଏକାନ୍ତବାସରେ ରହିବେ। ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯିବ। ପରେ ସେ ଏକାକୀ ହାମିଲ୍ଟନ ସ୍ଥିତ ତାଙ୍କ ଘରକୁ ଚାଲିଯିବେ ବୋଲି ସୂଚନା ରହିଛି ।

Related posts

ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଲେ ୩ ମୁଖ୍ୟ ଖେଳାଳୀ

Odisha Sports Bureau

ଆଜିଠାରୁ ଆରମ୍ଭ ଏସିଆ କପ ଟି-୨୦ ମ୍ୟାଚ ; ଶ୍ରୀଲଙ୍କା ଓ ଆଫସଗାନିସ୍ତାନ ହେବେ ମୁହାଁମୁହିଁ

Odisha Sports Bureau

ଟିମ୍ ଇଣ୍ଡିଆକୁ ମିଳିପାରେ ବଡ ଝଟକା; ଟେଷ୍ଟ ସିରିଜରେ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ହୋଇପାରେ କଷ୍ଟସାଧ୍ୟ

Odisha Sports Bureau