Cricket

ନ୍ୟୁଜିଲାଣ୍ଡ କ୍ରିକେଟର ମିଚେଲ ସାଣ୍ଟନଙ୍କୁ କରୋନା

କରୋନାରେ ଆକ୍ରାନ୍ତ ହୋଇଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟର ମିଚେଲ ସାଣ୍ଟନ । ଏନେଇ ସେ ପାକିସ୍ତାନ ବିପକ୍ଷରେ ଖେଳା ଯାଇଥିବା ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ରେ ସେ ଖେଳିପାରିନାହାନ୍ତି । ତଥାପି ଘରୋଇ ଦଳ ନ୍ୟୁଜିଲାଣ୍ଡ ବିଜୟ ହୋଇଛି । ଗତକାଲି ସକୁଳୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ଜଣାଇ ଦେଇଥିଲା ଯେ କୋଭିଡ୍-୧୯ରେ ସଂକ୍ରମିତ ହୋଇଥିବାରୁ ମିଚେଲ ସାଣ୍ଟନର ଅକ୍ଲାଣ୍ଡ ଯିବେନାହିଁ। ବର୍ତ୍ତମାନ ସାଣ୍ଟ୍ନର ଏକାନ୍ତବାସରେ ରହିବେ। ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯିବ। ପରେ ସେ ଏକାକୀ ହାମିଲ୍ଟନ ସ୍ଥିତ ତାଙ୍କ ଘରକୁ ଚାଲିଯିବେ ବୋଲି ସୂଚନା ରହିଛି ।

Related posts

ବାରବାଟୀ ମ୍ୟାଚ ପାଇଁ ଭୁବନେଶ୍ୱରରେ ଇଣ୍ଡୋ-ଇଣ୍ଡିଜ ଦଳ

Odisha Sports Bureau

୭ ୱିକେଟରେ ରାଜସ୍ଥାନକୁ ମାତ ଦେଲା ମୁମ୍ବାଇ

Odisha Sports Bureau

ବିରାଟଙ୍କ ହୋଟେଲ ରୁମ ଭିଡିଓ ଭାଇରାଲ : ହୋଟେଲ ମ୍ୟାନେଜମେଣ୍ଟ ନେଲା ଏଭଳି କାର୍ଯ୍ୟାନୁଷ୍ଠାନ

Odisha Sports Bureau