Hockey

୪-୧ରେ ହାରିଲା ଇଜିପ୍ଟ

ଭୁବନେଶ୍ୱର: ମାତ୍ର ଗୋଟିଏ ଗୋଲରେ ଇଜିପ୍ଟକୁ ମାତ ଦେଇଛି ଚିଲି । ଶେଷ ମୁହୂର୍ତ୍ତରେ ରାଇମୁଣ୍ଡୋ ଭାଲେଞ୍ଜୁଏଲା ଗୋଲ ଦେଇ ଦଳକୁ ବିଜୟୀ କରାଇଛନ୍ତି । ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଏହି ଗୋଲ ଦେଇଥିଲେ । ଏହି ମ୍ୟାଚରେ ଡାନିଏଲ ବେରୋଗୀ ପ୍ଲେୟର ଅଫ ଦ ମ୍ୟାଚ ଭାବେ ବିବେଚିତ ହୋଇଛନ୍ତି । ଅନେକ ସୁଯୋଗ ସତ୍ତେ୍ୱ ମ୍ୟାଚକୁ ଏକ ବଡ ସ୍କୋରିଂ ମ୍ୟାଚରେ ପରିବର୍ତ୍ତନ କରିବାରେ ବିଫଳ ହୋଇଥିଲେ ଉଭୟ ଦଳ । ଏହା ସହିତ ଅନେକ ପେନାଲ୍ଟି ସଯୋଗ ମଧ୍ୟ ସେମାନେ ହାତଛଡା କରିଛନ୍ତି ।

ମ୍ୟାଚରେ ବିଜୟ ପରେ ସୁଦ୍ଧା ଏଥିରେ ସନ୍ତୁଷ୍ଟ ନଥିବା କହିଛନ୍ତି ନିକୋଲାସ ଅବୁଜାତୁମ । “ଆମେ ମ୍ୟାଚରେ ଅନେକ ସ୍କୋରର ସୁଯୋଗ ହରାଇଛୁ। ଆମେ ଅଧିକ ଗୋଲ୍ ସ୍କୋର କରିପାରିଥାନ୍ତେ । ତେବେ ଏହା ଏକ ଆଶ୍ଚର୍ୟ୍ୟଜନକ ଟୁର୍ଣ୍ଣାମେଣ୍ଟ ଥିଲା ଏବଂ ଆମର ଯୁବକମାନେ ବହୁତ କିଛି ଶିଖିଥିବା ନିକୋଲାସ କହିଛନ୍ତି” ।

Related posts

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଉରକେଲାରେ ନିର୍ମାଣ ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ

Odisha Sports Bureau

ଲଣ୍ଡନରେ ଆୟୋଜିତ ବିଶ୍ୱ ପର୍ଯ୍ୟଟନ ମେଳାରେ ଓଡ଼ିଶା ବିଶ୍ୱକପ୍ ର ପ୍ରଚାର

Odisha Sports Bureau

ମହିଳା ହକି ଟିମ୍ ଇଂଲଣ୍ଡ ବିପକ୍ଷରେ ନିଜର ତୃତୀୟ ମ୍ୟାଚ୍ରେ ‘ଡ୍ର’

Odisha Sports Bureau