Uncategorized

ମହାନ୍ ଫୁଟବଲ୍ତାରକାପେଲେ ଅସୁସ୍ଥ

(ଓଡିଶାସ୍ପୋର୍ଟ): ମହାନ ଫୁଟବଲ ତାରକା ପେଲେଙ୍କୁ ସାଧାରଣର ଜ୍ୱରର “ସଂକ୍ରମଣ’ ରୋଗରେ ପୀଡ଼ିତା ହେବା ପରେ ବୁଧବାର ଦିନ ପ୍ୟାରିସ୍ ର ହସ୍ପୀଟାଲ୍ରେ ଭର୍ତ୍ତିି କରାଯାଇଛି । ତାଙ୍କ ସର୍ମ୍ପକୀୟମାନଙ୍କ ମତ ଅନୁସାରେସେବର୍ତ୍ତମାନ ଠିକ୍ ଅଛନ୍ତି । ତିନିତିନି ଥର ବିଶ୍ୱଚମ୍ପିଆନ ହୋଇଥିବା ୭୮ ବର୍ଷିୟ ବ୍ରାଜିଲରଏହିଖେଳାଳିଙ୍କଉପଚାରକରାଯାଇଥିଲା ।
ସୂଚନା ଅନୁଯାୟୀ, ବୁଧବାର ଦିନ ଦ୍ୱିପହର ପର୍ଯ୍ୟନ୍ତ ସେହସ୍ପିଟାଲରେଭତ୍ତି ଥିଲେ ।ବିଶ୍ୱକପ୍ ୧୯୫୮, ୧୯୬୨ ଏବଂ ୧୯୭୦ଜିତିଥିବାବ୍ରାଜିଲ୍ଟିମ୍ ର ସଦଶ୍ୟ ହୁବୋଲ୍ଟୱାଚେସର ପ୍ରଚାର ପାଇଁପ୍ୟାରିସ୍ ଆସିଥିଲେ ।ତାଙ୍କସାଥିରେ ଫ୍ରାନ୍ସରଷ୍ଟାର ଫୁଟବଲରକାଇଲିଣ୍ଡ୍ଏମବାପେ ମଧ୍ୟ ଥିଲେ ।

Related posts

ବେଲଜିଆନ ଗ୍ରାଁପ୍ରିରେ ମ୍ୟାକ୍ସ ଭର୍ଷ୍ଟାପେନ ଚାମ୍ପିଅନ୍

Odisha Sports Bureau

ଅନ୍ତଃ ବିଶ୍ଵବିଦ୍ୟାଳୟ ହ୍ୟାଣ୍ଡବଲ୍ ଟୁର୍ନାମେଣ୍ଟରେ ମା ମାର୍କମା ମହାବିଦ୍ୟାଳୟ ତିନିଜଣ ଛାତ୍ର

Odisha Sports Bureau

ୱାର୍ଲଡ ଚେସ୍ ଚାମ୍ପିୟନଶିପରେ ଚାମ୍ପିଅନ ହେଲେ ଡି ଗୁକେଶ : ବିଜୟ ପରେ କୋଟି କୋଟି ଟଙ୍କା ପୁରସ୍କାର

Odisha Sports Bureau

Leave a Comment