Hockey

ଆସନ୍ତା ବର୍ଷ ଜାନୁଆରୀ ମାସ ୧୫ ତାରିଖରେ ଆରମ୍ଭ ହେବ ହକି ବିଶ୍ୱକପ ୨୦୨୨

ଭୁବନେଶ୍ୱର ; ଆସନ୍ତା ବର୍ଷ ଜାନୁଆରୀ ମାସ ୧୫ ତାରିଖରେ ଆରମ୍ଭ ହେବ ହକି ବିଶ୍ୱକପ ୨୦୨୨ । ଏ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନ ୫ ଟା ରେ ଲୋକସେବା କନଭେନ୍ସନ ହଲରେ ବସିବ ସର୍ବଦଳୀୟ ବୈଠକ । ବୈଠକରେ ହକି ବିଶ୍ୱକପ ଆୟୋଜନ ବାବଦରେ ରାଜନୈତିକ ଦଳମାନଙ୍କୁ ସୂଚନା ଦେବେ ମୁଖ୍ୟମନ୍ତ୍ରୀ ।ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା ହାତକୁ ନେଇଛନ୍ତି । ବିଭିନ୍ନ ପ୍ରସ୍ତୁତିକୁ ନେଇ ରାଜ୍ୟର ବିଭିନ୍ନ ରାଜନୈତିକ ଦଳକୁ ଅବଗତ କରିବେ ସରକାର । ଏ ନେଇ ସର୍ବଦଳୀୟ ବୈଠକ ଡାକିଛିନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ପକ୍ଷରୁ ରାଜନୈତିକ ଦଳ ମାନଙ୍କୁ ବୈଠକରେ ସାମିଲ ହେବାକୁ ଆମନ୍ତ୍ରଣ କରାଯାଇଛି ।

Related posts

ସ୍ପେନ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ଖେଳିବ ଭାରତ

Odisha Sports Bureau

ଭାରତୀୟ ମହିଳା ହକି ଟିମ୍ ଘୋଷଣା, ରାନୀ ରାମ୍ପାଲ୍ ଟିମ୍ ର ନେତୃତ୍ୱ ନେବେ

Odisha Sports Bureau

ହକି ବିଶ୍ୱ କପ୍ ରେ ପାକିସ୍ତାନକୁ ପ୍ରାୟୋଜିତ କରିବ ପେସାୱାର ଜାଲମି ମାଲିକ ଜାଭେଦ ଆଫ୍ରିଦି

Odisha Sports Bureau