Cricket

ଭାରତ ଜିତିଲେ ଉଲଗ୍ନ ହେବି : ରେଖା ବୋଜ

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଦେଖିବାକୁ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି । ମ୍ୟାଚ ପୂର୍ବରୁ ଜଣେ ଅଭିନେତ୍ରୀଙ୍କ ବୟାନ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯଦି ଭାରତ ମ୍ୟାଚ ଜିତିବ ସେ ଉଳଗ୍ନ ହେବେ । ଏପରି କହିଛନ୍ତି ତାମିଲ ଅଭିନେତ୍ରୀ ରେଖା ବୋଜ । ରେଖା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି , ଯଦି ଭାରତ ଜିତେ ତେବେ ସେ ଭାଇଜାଗ ସମୁଦ୍ର କୂଳରେ ଉଳଗ୍ନ ହେବେ । ତାମିଲ ଅଭିନେତ୍ରୀ ରେଖା ବୋଜଙ୍କ ବୟାନ ମ୍ୟାଚର ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି । ରେଖାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପିବାରେ ଲାଗିଛି । ତାଙ୍କର ଏହି ପୋଷ୍ଟ ପାଇଁ ଖୁବ ସମାଲେଚନା କରାଯାଇଛି ।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଅଷ୍ଟ୍ରେଲିଆ ମୁହଁମୁହିଁ ହେବେ । ସମଗ୍ର ବିଶ୍ୱର ନଜର ରହିଛି ଏହିି ମ୍ୟାଚ ଉପରେ । ଭାରତ ଏବେ ବହୁ ଭଲ ଫର୍ମରେ ରହିଛି । ବ୍ୟାଟର ଠୁ ଆରମ୍ଭ କରି ବୋଲର ଏବେ ଭଲ ଫର୍ମରେ ଅଛନ୍ତି । ଭାରତ ଏ ପର୍ଯ୍ୟନ୍ତ ସବୁ ମ୍ୟାଚ ଜିତିଛି । ସେସି ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପହଞ୍ଚିଛି ।

Related posts

BCCI ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ଟିମ

Odisha Sports Bureau

ଅବସର ନେବେ କି ଧୋନି ?

Odisha Sports Bureau