Cricket

ଭାରତ ଜିତିଲେ ଉଲଗ୍ନ ହେବି : ରେଖା ବୋଜ

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଦେଖିବାକୁ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି । ମ୍ୟାଚ ପୂର୍ବରୁ ଜଣେ ଅଭିନେତ୍ରୀଙ୍କ ବୟାନ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯଦି ଭାରତ ମ୍ୟାଚ ଜିତିବ ସେ ଉଳଗ୍ନ ହେବେ । ଏପରି କହିଛନ୍ତି ତାମିଲ ଅଭିନେତ୍ରୀ ରେଖା ବୋଜ । ରେଖା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି , ଯଦି ଭାରତ ଜିତେ ତେବେ ସେ ଭାଇଜାଗ ସମୁଦ୍ର କୂଳରେ ଉଳଗ୍ନ ହେବେ । ତାମିଲ ଅଭିନେତ୍ରୀ ରେଖା ବୋଜଙ୍କ ବୟାନ ମ୍ୟାଚର ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି । ରେଖାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପିବାରେ ଲାଗିଛି । ତାଙ୍କର ଏହି ପୋଷ୍ଟ ପାଇଁ ଖୁବ ସମାଲେଚନା କରାଯାଇଛି ।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଅଷ୍ଟ୍ରେଲିଆ ମୁହଁମୁହିଁ ହେବେ । ସମଗ୍ର ବିଶ୍ୱର ନଜର ରହିଛି ଏହିି ମ୍ୟାଚ ଉପରେ । ଭାରତ ଏବେ ବହୁ ଭଲ ଫର୍ମରେ ରହିଛି । ବ୍ୟାଟର ଠୁ ଆରମ୍ଭ କରି ବୋଲର ଏବେ ଭଲ ଫର୍ମରେ ଅଛନ୍ତି । ଭାରତ ଏ ପର୍ଯ୍ୟନ୍ତ ସବୁ ମ୍ୟାଚ ଜିତିଛି । ସେସି ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପହଞ୍ଚିଛି ।

Related posts

ଦ୍ୱିତୀୟ ରଣଜୀ ମ୍ୟାଚରେ ହାରିଲା ଓଡ଼ିଶା, ୟୁପିକୁ ଫୁଲ ପଏଣ୍ଟ

Odisha Sports Bureau

ବାବର ଆଜମଙ୍କ ସୋସିଆଲ୍ ମିଡିଆରେ ଭାଇରାଲ ହେଲା ବ୍ୟକ୍ତିଗତ ଫଟୋ

Odisha Sports Bureau

କିଏ ଏହି ନୀଲ ପଟେଲ ଯିଏ ଭାରତୀୟ ମୂଳ ହୋଇ ଖେଳିବେ ଭାରତ ବିପକ୍ଷରେ…

Odisha Sports Bureau