Cricket

ଆଜି ରାଜସ୍ଥାନ- ଚେନ୍ନାଇ ମୁକାବାଲା

(ଓଡିଶା ସ୍ପୋର୍ଟ) : ଆଜି ରାଜସ୍ତାନର ଜୟପୁର ସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମ ଠାରେ ରାଜସ୍ତାନ ରୟାଲସ୍ ଓ ଚେନ୍ନଇ ସୁପରକିଙ୍ଗସ୍ ମଧ୍ୟରେ ମୁକାବିଲା ହେବ । ଏପର୍ୟ୍ୟନ୍ତ ଚେନ୍ନଇ ସୁପରକିଙ୍ଗସ୍ ୬ଟି ମ୍ୟାଚ ଖେଳିଥିଲାବଳେ ସେଥିରୁ ୫ଟିରେ ବିଜୟ ଲାଭ କରିଛି। ଏଥିସହିତ ଦଳ ପଏଣ୍ଟସ୍ ଟେବୁଲର ପ୍ରଥମ ସ୍ଥାନରେ ରହିଛି। ଚେନ୍ନଇ ସୁପରକିଙ୍ଗସ୍ ଗତ ମ୍ୟାଚରେ କୋଲକତା ଠାରୁ ଏକତରଫା ଭାବେ ବିଜୟୀ ହୋଇଥିବା ଦ୍ବାରା ଚେନ୍ନାଇର ଆତ୍ମବିଶ୍ଵାସ ଅଧିକ ସକ୍ରିୟ ଥିବା ଆଶା କରାଯାଉଛି।

ଅନ୍ୟପକ୍ଷରେ ରାଜସ୍ତାନ ରୟାଲସ୍ ସମୁଦାୟ ୫ଟି ମ୍ୟାଚ ଖେଳି ସେଥିରୁ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇପାରିଛି। ଯାହାଦ୍ବାରା ଦଳ ପଏଣ୍ଟ ଟେବୁଲରେ ୭ମ ସ୍ଥାନରେ ରହିଛି। ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ।

Related posts

ବିସିସିଆଇ ଅଧ୍ୟକ୍ଷ ଶୌରଭ ଗାଙ୍ଗୁଲି ଅସୁସ୍ଥ

Odisha Sports Bureau

ଭାଇରାଲ୍ ଭିଡ଼ିଓ ଦେଖି ସମସ୍ତେ ତାଜୁବ୍, ସୁରକ୍ଷା ଭାଙ୍ଗି ରୋହିତଙ୍କ ହାତ ଧରିଦେଲେ ମହିଳା

Odisha Sports Bureau

ଆପୋଲୋ ଟାୟାର୍ସ ହେଲା ଟିମ୍ ଇଣ୍ଡିଆର ଜର୍ସି ସ୍ପନସର୍

Odisha Sports Bureau