Cricket

ଆଜିଠୁ ଆରମ୍ଭ ହୋଇଛି ଭାରତ-ବାଂଲାଦେଶ ଟେଷ୍ଟ ସିରିଜ

ଢାକା : ଭାରତ-ବାଂଲାଦେଶ ଟେଷ୍ଟ ସିରିଜ ଆରମ୍ଭ । ୧୪ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରଥମ ମ୍ୟାଚ ଖେଳାଜିବ । ସକାଳ ୯ଟାରୁ ଆରମ୍ଭ ହେବ ଏହି ମ୍ୟାଚ । ପୁର୍ବରୁ ଏକ ମ୍ୟାଚେ ରେ ରୋହିତ ଆହତ ହୋଇଥିବାରୁ ଏହି ମ୍ୟାଚ୍ ରେ ବାଦ୍ ପଡିଛନ୍ତି ରୋହିତ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ କେ.ଏଲ ରାହୁଲ । ଆଜିର ମ୍ୟାଚ୍ ରେ ବିରାଟ କୋହଲି, ଚେତେଶ୍ବର ପୂଜାରା, ଶ୍ରେୟସ ଆୟାର, ଋଷବ ପନ୍ତ, ରବିଚନ୍ଦ୍ରନ ଅଶ୍ବନୀ ମିଡିଲ ଅର୍ଡର ସମ୍ଭାଳିବେ । ମହମ୍ମଦ ସିରାଜ, ଅକ୍ଷର ପଟେଲ ବୋଲିଂରେ କମାଲ ଦେଖାଇବେ । ଶେଷ ଦିନିଆରେ ବୃହତ୍ତ ବିଜୟ ସହିତ ଭାରତର ମନୋବଳ ଦୃଢ ରହିଛି । ଏଣୁ ଦିନିକିଆ ସିରିଜ ପରାଜୟର ବଦଲା ଟେଷ୍ଟରେ ନେବାକୁ ଉଦ୍ୟମ କରିବ ମେନ ଇନ ବ୍ଲୁ ।

Related posts

ଭାରତ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ୍ ସିରିଜ: ୱେଷ୍ଟଇଣ୍ଡିଜକୁ ୧୫୦ ରନରେ ଅଲଆଉଟ କଲା ଟିମ୍ ଇଣ୍ଡିଆ

ଆଜିଠାରୁ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ କ୍ଵାଲିଫାୟର ମ୍ୟାଚ ଆରମ୍ଭ ହେବ

ବିରାଟ କୋହଲିଙ୍କ ବିରୋଧରେ ଆଇସିସିର କଡା ଆକ୍ସନ

Odisha Sports Bureau