Hockey

ଏସିଆନ ଗେମ୍ସ : ହକି ଫାଇନାଲରେ ଭାରତ

ଏସିଆନ ଗେମ୍ସ ହକି ଫାଇନାଲରେ ଭାରତ । ଦକ୍ଷିଣ କୋରିଆକୁ ହରାଇ ଫାଇନାଲରେ ଭାରତ । ଦକ୍ଷିଣ କୋରିଆକୁ ୫-୩ ଗୋଲରେ ହରାଇ ଫାଇନାଲରେ ଭାରତ । ଦକ୍ଷିଣ କୋରିଆକୁ ସେମି ଫାଇନାଲରେ ହରାଇଲା ଭାରତ । ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତ କୋରିଆ ଉପରେ ଅଗ୍ରଣୀ ବଜାୟ ରଖି ଫାଇନାଲ୍ ଟିକେଟ୍ ହାସଲ କରିଥିଲା। ଭାରତୀୟ ଦଳର ନଜର ଏବେ ସ୍ୱର୍ଣ୍ଣ ପଦକ ଉପରେ ରହିଛି।

ଅନ୍ୟପପକ୍ଷରେ ଏସୀୟ କ୍ରୀଡ଼ାରେ ଭାରତର ମହିଳା କବାଡି ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଏହା ସହ ଭାରତ ମଧ୍ୟ କବାଡି ରେ ସେମିଫାଇନାଲକୁ ଟିକେଟ୍ ହାସଲ କରିଛି।

Related posts

ହକି ବିଶ୍ୱକପରେ ଚମକ ବଢାଇବେ ଧକ୍ ଧକ୍ ଗାର୍ଲ

Odisha Sports Bureau

ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ ଦେଲେ ଇସ୍ତଫା, ଖରାପ ପ୍ରଦର୍ଶନ ପରେ ରିଡ୍ ନେଲେ ନିଷ୍ପତ୍ତି

Odisha Sports Bureau

ହକି ମହାକୁମ୍ଭ : ଜାନୁଆରୀ ୧୧ରେ ବାରବାଟୀରେ ଆୟୋଜିତ ହେବ ଉଦଘାଟନୀ ଉତ୍ସବ

Odisha Sports Bureau