Cricket

ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ମ୍ୟାଚ

ନୂଆଦିଲ୍ଲୀ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ । ମ୍ୟାଚ ପୂର୍ବରୁ ସମସ୍ତ ଖେଳାଳୀଙ୍କ ସହିତ ପ୍ରସ୍ତୁତ ହୋଇଛି ରାଞ୍ଚିର ମଇଦାନ । ପ୍ରଥମ ମ୍ୟାଚରେ ଦମଦାର ବିଜୟ ସହିତ ଭାରତୀୟ ଦଳର ମନୋବଳ ଦୃଢ ରହିଛି । ତେଣୁ ଆଜିର ମ୍ୟାଚକୁ ଜିତି ସିରିଜକୁ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ମେନ ଇନ ବ୍ଲୁ । ସେପଟେ ମ୍ୟାଚ ଜିତି କିୱି ଦଳ ମଧ୍ୟ ସିରିଜ ବରାବର କରିବା ପାଇଁ ଚେଷ୍ଟା କରିବ ।
ସନ୍ଧ୍ୟା ୭ଟାରୁ ରାଞ୍ଚିର ଝାଡଖଣ୍ଡ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଆଜିର ମ୍ୟାଚ । ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି ରୋହିତ ସେନା ।

Related posts

ବିରାଟ – ଗମ୍ଭୀର କୁ ନେଇ UP ପୋଲିସ ଟ୍ୱିଟ୍

ପରବର୍ତ୍ତୀ ଅଧିନାୟକ ଲାଗି ଅଷ୍ଟ୍ରେଲିଆ ଚିନ୍ତାକରୁ : ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡ

Odisha Sports Bureau

୨୦୨୪ରେ ଟିମ ଇଣ୍ଡିଆକୁ ନାହିଁ ଆରାମ

Odisha Sports Bureau