Cricket

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ବିକ୍ତିବିଶେଷ ବା ଅନୁଷ୍ଠାନଙ୍କ ଠାରୁ ମନୋନୟନ ପତ୍ର ଆହ୍ୱାନ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ୨୦୨୪ ପାଇଁ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ବିକ୍ତିବିଶେଷ ବା ଅନୁଷ୍ଠାନଙ୍କ ଠାରୁ ମନୋନୟନ ପତ୍ର ଆହ୍ୱାନ ହୋଇଛି । କ୍ରୀଡା କ୍ଷେତ୍ରରେ ଆଜୀବନ ଉପଲବ୍ଧି ,କ୍ରୀଡାରେ ଉଲ୍ଲେଖନୀୟ କୃତିତ୍ୱ ଲାଭ କରିଥିବା ବର୍ଷର ଶ୍ରେଷ୍ଠ କ୍ରୀଡାବିତ,କ୍ରୀଡା ପ୍ରଶିଶ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ । କ୍ରୀଡା ପ୍ରୋତ୍ସାହନ ପାଇଁ ସର୍ବୋତ୍କୃଷ୍ଟ ଅବଦାନ, କ୍ରୀଡା ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ବର୍ଷର ଶ୍ରେଷ୍ଠ ଦିବ୍ୟାଙ୍ଗ କ୍ରୀଡାବିତ୍ ବର୍ଷର ଶ୍ରେଷ୍ଠ କନିଷ୍ଠ ଉଦୀୟମାନ କ୍ରୀଡାବିତ୍ଓ ବର୍ଷର ଶ୍ରେଷ୍ଠ କ୍ରୀଡା ବୈଷୟିକ ଅଧିକାରୀ/ସହକାରୀ କର୍ମକର୍ତ୍ତା ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ ।ଏବର୍ଷର ଶ୍ରେଷ୍ଠ କ୍ରୀଡା ବୈଷୟିକ ଅଧିକାରୀ/ସହକାରୀ କର୍ମକର୍ତ୍ତା ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ ।ଏଥିନିମେନ୍ତ ସବିଶେଷ ମାର୍ଗଦର୍ଶିକା, ବିଭିନ୍ନ ବର୍ଗ ପାଇଁ ଉଦ୍ଦିଷ୍ଟ ପୁରସ୍କାର ରାଶି, ଆବେଦନ ଫର୍ମ ଇତ୍ୟାଦି କ୍ରୀଡା ଓ ଯୁବସେବା ବିଭାଗର ୱେବସାଇଟ୍ http://sports.odisha.gov.inରେ ଉପଲବ୍ଧ । ମନୋନୟନ ପତ୍ର ଉଭୟ ଅନଲାଇନ ଓ ଅଫଲାଇନରେ ତା୧୬.୦୬.୨୦୨୫ ରିଖ ଅପରାହ୍ନ ୫ ଘଟିକା ସୁଦ୍ଧା ଗ୍ରହଣ କରାଯିବ ।

Related posts

ବାରବାଟୀକୁ ଫେରିବ ଆନ୍ତର୍ଜାତିକ ଦିନିକିଆ, ଦିନିକିଆ ବିଶ୍ବକପ୍‌ ଆୟୋଜନରୁ ବଞ୍ଚିତ ଥିବା ସଂଘଗୁଡିର କ୍ଷତି ଭରଣା କରିବ BCCI

ମ୍ୟାଚ ଜିତି ପ୍ଲେ ଅଫ ଆଶା ଉଜ୍ଜିବୀତ କଲା ଚେନ୍ନାଇ

୫୬ ରନରେ ଭାରତ ହରାଇଲା ନେଦରଲାଣ୍ଡସକୁ

Odisha Sports Bureau