Cricket

ଆଇପିଏଲ ୧୨, ହାଇଦ୍ରାବାଦ–ରାଜସ୍ଥାନ ମୁହାଁମୁହିଁ

(ଓଡ଼ିଶାସ୍ପୋର୍ଟ):ଆଜିଇଣ୍ଡିଆନପ୍ରିମିୟରଲିଗର ଅଷ୍ଟମମ୍ୟାଚରେସନରାଇଜର୍ସହାଇଦ୍ରାବାଦକୁଭେଟିବରାଜସ୍ଥାନରୟାଲସ।ରାଜସ୍ଥାନଏହିମ୍ୟାଚରେହାଇଦ୍ରାବାଦକୁହରାଇପ୍ରଥମବିଜୟହାସଲକରିବାଲକ୍ଷ୍ୟରେରହିଛି। ରାଜସ୍ଥାନଭଳିହାଇଦ୍ରାବାଦମଧ୍ୟତା’ରପ୍ରଥମମ୍ୟାଚ୍ରେପରାସ୍ତହୋଇଥିଲା।ରାଜସ୍ଥାନ୬ଉଇକେଟରେକୋଲକାତାନାଇଟରାଇଡର୍ସଠାରୁହାରିଏଥରଆଇପିଏଲଅଭିଯାନଆରମ୍ଭକରିଥିଲା।ଡେଭିଡଓ୍ବାର୍ନରଙ୍କହାଇଦ୍ରାବାଦରବ୍ୟାଟିଂବେଶ୍ଦୃଢମନେହେଉଛି।ତେବେକୋଲକାତାବିପକ୍ଷରେବୋଲିଂବିଫଳତାଦଳପାଇଁମହଙ୍ଗାସାବ୍ୟସ୍ତହୋଇଥିଲା।

Related posts

ତିନିଜଣଙ୍କ ପାଇଁ ରହିଛି ବିଶ୍ୱକପ ଖେଳିବାର ସୁଯୋଗ

ଆଜି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଶୃଙ୍ଖଳା

Odisha Sports Bureau

ବିଶ୍ୱକପକୁ ଫେରିଲେ ମାହି

Odisha Sports Bureau